Advertisements
Tuesday, August 4, 2020
Home Development ବ୍ରିଜ ନିର୍ମାଣ ପାଇଁ ଫିରିଙ୍ଗିମାଲ ପଞ୍ଚାୟତ ବାସୀଙ୍କ ଦାବି

ବ୍ରିଜ ନିର୍ମାଣ ପାଇଁ ଫିରିଙ୍ଗିମାଲ ପଞ୍ଚାୟତ ବାସୀଙ୍କ ଦାବି

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା୧୭ ୵ ୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକ ଫୀରିଙ୍ଗିମାଲ ପଞ୍ଚାୟତ ର ଫିରିଙ୍ଗି ମାଲ ରୁ ଘଡଘଡି ମାଲ ଯାଇଥିବା ଗ୍ରାମ୍ୟ ସଡ଼କ ରାସ୍ତା ବଲାଙ୍ଗୀର କୁ ସଂଯୋଗ କରିଥିବା ବେଳେ ଫିରିଙ୍ଗି ମାଲ ଗାଁ ମୁଣ୍ଡରେ ରାସ୍ତା ଉପରେ ନୂଆଁ କଟା ରୁ ଆସିଥିବା ନାଲା ଉପରେ ଏକ ବ୍ରିଜ ନିର୍ମାଣ ହୋଇଛି ।

ହେଲେ ବର୍ଷା ପାଣି ବ୍ରିଜ ଉପରେ ପ୍ରବାହିତ ହେଉଛି। ଯାହାଫଳରେ ପାଣି ଉପରେ ଯିବା ସମୟରେ ଗୋଡ଼ , ବାଇକ୍ ଖସି ଯାଇ ଗୋଡ଼ ହାତ ଭାଙ୍ଗି ବା ଅଞ୍ଚଳ ବାସୀ ଙ୍କ ପାଇଁ ମରଣଯନ୍ତା ପାଲଟିଛି । ଦୀର୍ଘ ଦିନ ରୁ ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୂ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ମୂଖ୍ୟ ସୁଶାନ୍ତ ସିଂ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ଅଞ୍ଚଳ ବାସୀ । ସୁଚନା ଯୋଗ୍ୟ ଯେ ରାସ୍ତା ଟି ପଦ୍ମପୁର ଉପଖଣ୍ଡ ରୁ ବଲାଙ୍ଗୀର ସହରକୁ ସଂଯୋଗ କରିଥିବା ଯୋଗୁ ଲୋକ ଯାତାୟତ କରିବା ମୂଖ୍ୟ ରାସ୍ତା ହୋଇଥିବା ବେଳେ ବ୍ରିଜ ବିପଦ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି । ଏଥିପ୍ରତି ଆର୍ ଡି ବିଭାଗ ଦୃଷ୍ଟି ଦେଇ ବ୍ରିଜ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: