Thursday, March 28, 2024

Top 5 This Week

Related Posts

କାଶୀନଗର ଏନ ଏ ସି ତରଫରୁ ପଲିଥିନ ଚଢ଼ାଉ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩/୮) : କାଶୀନଗର ବିଜ୍ଞାପିତ ଅଞ୍ଚଳ କୁ ପଲିଥିନ ମୁକ୍ତ ପାଇଁ ପ୍ରଶାସନ ଅଣ୍ଟା ଭିଡିଛି ।

ଗତ ଦୁଇଦିନ ହେଲା କାଶୀନଗର ଏନ ଏ ସି ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଶିଷ ପ୍ରଧାନ ଙ୍କ ନେରୁତ୍ବ ରେ ଏକ ଟିମ କାଶୀନଗର ବସ ଷ୍ଟାଣ୍ଡ, ଫୋରେଷ୍ଟ ଛକ, ଷ୍ଟେଟ ବ୍ୟବକ ଛକ ର ବିଭିନ୍ନ ଦୋକାନ ଓ ହୋଟେଲ ଉପରେ ଚଢ଼ାଉ କରି, ପଲିଥିନ ମିଳିଲେ ଫାଇନ କାଟି ରସିଦ ଦିଆଯାଇଛି । ଏହା ସହ ସହର ରେ ଅଧିକ ପଲିଥିନ ବ୍ୟବହାର ହେଉଥିବାରୁ ବିଭିନ୍ନ ରୋଗ ହେଉଥିବା କାରଣରୁ ସଚେତନ କରାଯିବା ସହ ଧରାପଗଡ଼ ମଧ୍ୟ କରାଯାଉଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Popular Articles