Friday, March 29, 2024

Top 5 This Week

Related Posts

1. Big News : ବିପଦ ସଂକେତ ଉପରେ ବଂଶଧରା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୮) : ଗତ ତିନିଦିନ ହେଲା ଅବପାତ ଜନିତ ବର୍ଷା ଫଳରେ ଆଜି ସକାଳେ କାଶୀନଗର ଠାରେ ବଂଶଧରା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳୁଛି ।

ମୌସୁମୀ ଓ ଟା ସାଙ୍ଗ କୁ ଲଘୁଚାପ ଜନିତ ବର୍ଷା ଗତ ତିନିଦିନ ହେଲା ହେଉଥିବା ଯୋଗୁଁ ବଂଶଧରା ନଦୀରେ ବନ୍ୟା ଜଳ ସଂକେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି । ୧୫. ୦ ମିମି ବର୍ଷା ହୋଉଥିବା ବେଳେ ଆଜି ସକାଳ ୯ ଟା ସୁଦ୍ଧା ୫୪.୬୯ ମିଟର ରେ ଜଳ ପ୍ରଭାହିତ ହେଉଥିବା ବେଳେ ଏହା ଯଦି ସ୍ଥିର ରୁହେ ତାହେଲେ ବିପଦ ରହିଛି, କିନ୍ତୁ ଜଳ ଆୟୋଗ ର ରିପୋର୍ଟ ଜଳ ସ୍ତର କମୁଥିବା ଜଣାପଡିଛି । ବର୍ତମାନ ଆକାଶ ମେଘାଛନ ରହିଥିବା ବେଳେ ଠାଏଁ ଠାଏଁ ବର୍ଷା ହେଉଛି, ଏଣୁ ପ୍ରଶାସନ ପୂର୍ବ ପ୍ରସ୍ତୁତି ସରାଇ ସାରିଥିବା ବେଳେ ଯେ କୌଣସି ପରିସ୍ଥିତି କୁ ମୁକାବିଲା କରି ପାରିବେ ।

Popular Articles