Friday, March 29, 2024

Top 5 This Week

Related Posts

ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୧/୦୭) : ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ। ଓଡ଼ିଶାର ୨୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ଏଯାଏଁ ପଞ୍ଜୀକରଣ କରିଛନ୍ତି ମାତ୍ର ୧୧ ଲକ୍ଷ ।

କନ୍ଧମାଳ ଜିଲ୍ଲାରେ ୪୩୧୧ ଜଣ ପଞ୍ଜୀକରଣ କରିଥିବା ବେଳେ ଦେବଗଡ଼ରେ ୭୨୨୮ ଜଣ ପଞ୍ଜୀକରଣ କରିଛନ୍ତି । ସେହିପରି ମାଲକାନଗିରିରେ ୭୫୧୩, କୋରାପୁଟରେ ୭୫୮୬, ରାୟଗଡ଼ାରେ ୭୭୩୬ , ଗଜପତିରେ ୮୮୨୨ ଏବଂ ନୟାଗଡ଼ରେ ୯୦୦୬ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ରାଜ୍ୟରେ ୨୫ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରିବା ସହ ୨୧ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହେବା ଆଶା ରଖାଯାଇଛି ।

Popular Articles