ଦୀପ ତଳ ଅନ୍ଧାର

0
50

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୩୦/୭) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତ ବୁରୁଜୀ ଗୁଡା ରାମ କୃଷ୍ଣ ମିଶନ ଆଶ୍ରାମ ନିକଟସ୍ତ ପାଞ୍ଚଟି ପରିବାର ଆଜିକୁ ୨୦ ବର୍ଷ ହେଲା ଦୀପ ଆଲୁଅରେ କାଳତି ପାତ ଜୀବନ ଯାପନ କରୁଛନ୍ତି

ସରକାର ଙ୍କୁ ଆକାଳ ବିକଳ କରି ଅନୁରୋଧ କରିଛନ୍ତି । ଏହି ପାଞ୍ଚଟି ପରିବାର ଙ୍କୁ କରେଣ୍ଟ ବ୍ୟବସ୍ଥା କରା ଗଲେ ସେହି ୫ଟି ପରିବାର ରେ ଅନ୍ଧାର ରୁ ମୁକୁତି ପାଇଁ ପାରିବେ । ସେ ମାନେ ମୋବାଇଲ କିମ୍ବା ଲାଇଟ୍ ଚାର୍ଜ କରିବା ପାଇଁ ହାଟ ମୁନିଗୁଡ଼ା ଛକ ନିକଟରେ ଯିବାକୁ ପଡୁଛି । ସରକାର ଙ୍କ ଯୋଜନା ସମସ୍ତ ଙ୍କ ପାଖରେ ପହଞ୍ଚି କିନ୍ତୁ ଏହି ପାଞ୍ଚଟି ପରିବାର ମୁଖ୍ୟ ସଡକ ଉପରେ ରହି ମଧ୍ୟ ସୁବିଧା ରୁ ବଞ୍ଚିତ ରହିଛନ୍ତି । ସ୍ୱର ସ୍ୱତି ଏ ଲ କାନ୍ଦ୍ରା, ନଦିନି, କୋମଳ ଲୋଚନ ଗଡବା, ଭିନ୍ନକ୍ଷମ ଅସନ୍ତୁଲୁ ଗୋଡବା ଏହି ପାଞ୍ଚଟି ପରିବାର ଙ୍କୁ କରେଣ୍ଟ ର ବ୍ୟବସ୍ଥା କରାଗଲେ ଆମେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ପ୍ରଧାନ ମନ୍ତ୍ରୀ ଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇବୁ ଆମ ଦାବି ପୂରଣ କରାଗଲେ ।