Sunday, August 9, 2020
Home Cultural & Festival ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //
ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ ହିଁ ବୁଝାଇ ଥାଏ। ଶ୍ରୀ ମେହେର ଏକ ନିପଟ ମଫସଲ ଗାରେ ଜନ୍ମ।

ଜଣେ ମେହେର ପରିବାର ରେ ଜନ୍ମ ଗ୍ରହଣ କରି କୌଳିକ ବୃତ୍ତି କୁ ଛାଡ଼ି ସଙ୍ଗୀତ ଆଡକୁ ମନୋନିବେଶ କରିବା ବାସ୍ତବିକ୍ ନିଆରା। ଛୋଟ ବେଳୁ ତୁଳସୀ ଦୁଇ ପତ୍ର ରୁ ବସିଲା ଭଳି ସଙ୍ଗୀତ କ୍ଷେତ୍ର ରେ ରୁଚି ରଖି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଆଜିକୁ ୨୦ବର୍ଷ ହେଲା ସଙ୍ଗୀତ ନିର୍ଦ୍ଦେଶନା ଦେଇ କଣ୍ଠ ଦାନ୍ ମଧ୍ୟ କରି ଛନ୍ତି।ପଶ୍ଚିମ ଓଡ଼ିଶା ର ବେଶ୍ ପରିଚିତ ବୃନ୍ଦାବନ ମେହେର ଦିବ୍ୟଙ୍ଗ ଗରିବ କଳାକାର ମାନଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଲେ।ଆଜି ପର୍ଯ୍ୟନ୍ତ ୧୭ ହଜାର ଗୀତର ତିଆରି କରି ସାରି ଛନ୍ତି।ହେଲେ ବି ନୂଆପଡ଼ା ଜିଲ୍ଲା ରେ ଜନ୍ମ ମାଟି ଥିବାରୁ ଜିଲ୍ଲା ର କଳା ସଂସ୍କୃତି ଉପରେ ସର୍ବଦା ବିକାଶ ପାଇଁ ପ୍ରୟାସ କରିବେ ବୋଲି କହି ଛନ୍ତି। ଗତ୍ ଜୁଲାଇ ସାତ ତାରିଖ ଦିନ ସିନ୍ଧେକେଲା ଠାରେ ଜେଡି ମିଡ଼ିଆ ଦ୍ଵାରା ପ୍ରସାରିତ ୟୁଟୁବ ଚେନାଲ୍ ରେ ସଫଳ ନିର୍ଦ୍ଦେଶନା ଦେଇ ନନ୍ଦିଘୋଷ କ୍ୟାସେଟ୍ କୁ ଉନ୍ମୋଚନ କରି ଶ୍ରୀ ମେହେର ଉକ୍ତ ସୂଚନା ଦେଇ ଛନ୍ତି।ଉକ୍ତ ଅବସରରେ ପ୍ରଯୋଜକ ଦଶରଥ ବେହେରା। ଯୁବକଣ୍ଠ ଶିଳ୍ପୀ ଦ୍ରୋପଦ୍ ନାଏକ ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଗରିବ କଳାକାର ମାନଙ୍କ ପ୍ରତିଭା ଅନ୍ୱେଷଣ ମୁଖ୍ୟ ଆକର୍ଷଣ ହେବ ବୋଲି ଶ୍ରୀ ବୃନ୍ଦାବନ ମେହେର ସୂଚନା ପ୍ରଦାନ କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: