Thursday, March 28, 2024

Top 5 This Week

Related Posts

ପୋଖରୀରେ ବୁଡ଼ ୨ ନାବାଳକ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୨୯/୦୭) : ନୟାଗଡ ଜିଲ୍ଲା ନୂଆଗାଁ ଥାନା ସୋରଡ଼ାରେ ପୋଖରୀରେ ବୁଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି ।

ମୃତକ ଦ୍ୱୟ ହେଲେ ବାବୁ ନାୟକଙ୍କ ପୁଅ ରିତେଶ ନାୟକ ଓ ମହେଶ୍ୱର ନାୟକଙ୍କ ପୁଅ ରାକେଶ ନାୟକ । ରିତେଶ ଓ ରାକେଶ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡ଼ି ଯାଇଥିଲେ । କିଛି ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

Popular Articles