ଯୋଜନା ମାଳ ମାଳ ଟଙ୍କା ପ୍ରଚୁର, ଅଫିସର ଫାଙ୍କା

0
67
ଯୋଜନା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୭) : କାଶୀନଗର ବ୍ଲକ ଓ ଏନ ଏ ସି ର ଉନ୍ନତି ପାଇଁ ଟଙ୍କାର ଅଭାବ ନାହିଁ, କିନ୍ତୁ ଯୋଜନା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଅଫିସର ଅଭାବ l

ସରକାର ସହରାଞ୍ଚଳ ଉନ୍ନୟନ ଓ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ବିଭିନ୍ନ ଯୋଜନାରେ ଟଙ୍କା କୋଟି ଦେଇଛନ୍ତି ହେଲେ ଅଫିସର ମରୁଡି ଯୋଗୁଁ ଟଙ୍କା ଖର୍ଚ୍ଚ ହେଉ ନ ଥିବା ଅଭିଯୋଗ ହୋଇଛି l ବ୍ଲକ ଦୁଇଟି ଜେଇ, ସହକାରୀ ଯନ୍ତ୍ରୀ ନାହାନ୍ତି, ଏନ ଏ ସି ରେ ଜେଇ ନାହାନ୍ତି, ଟଙ୍କା କେମିତି ଖର୍ଚ୍ଚ ହେବ, ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l