Saturday, August 8, 2020
Home Corona Lockdown ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ ଡାଉନ କଡ଼ାକଡ଼ି ଚାଲୁଥିବା ବେଳ କଲ୍ୟାଣ ସିଂହପୁର ବ୍ଳକ ସଦର ମହକୁମା ନିକଟସ୍ଥ ବ୍ରାହ୍ମଣ ସାହି ଛକରେ ସଟଡାଉନ ସମୟରେ ଘରୁ ନ ବାହାରିବା ପାଇଁ ପ୍ରଶାସନ ତରଫରୁ ପ୍ରଚାର କରାଯାଇଛି |

ତଥାପି ମଧ୍ୟକିଛି ଲୋକମାନେ ପ୍ରଶାସନ ର କଥା କୁ ଅମାନ୍ୟ କରି ବଜାର ପରିସରରେ ବୁଲୁଥିବା ବେଳେ କଲ୍ୟାଣ ସିଂହପୁର ଥାନା ପୁଲିସ କବଜା ଧରା ପଡି ମାସ୍କ ବାବଦରେ ଜରିମାନା ଦେବାର ଦେଖିବାକୁ ମିଳିଛି। ଚଳିତ ମାସରୁ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ର ନିର୍ଦ୍ଦେଶ ଜାରି କରାଯାଇଛି । ଏହି ପରିପେକ୍ଷିରେ ଜିଲ୍ଲାର ସମସ୍ତ ବ୍ଳକରେ ଏହି ନିୟମ କୁ କଡ଼ାକଡ଼ି ବାଭେ ପାଳନ କରୁଥିବାଦେଖିବାକୁ ମିଳିଛି। କଲ୍ୟାଣ ସିଂହ ପୁର ବ୍ଳକ ସଦର ମହକୁମା ରେ ପୁଲିସ ମୁତୟନ ରହି ନିୟମ ଉଲଂଘନ କରୁଥିବା ଲୋକ ମାନଙ୍କୁ ବାହାରେ ବିନା କାରଣରେ ନବୁଲିବା ପାଇଁ ପରାମର୍ଶ ଦିୟାଯାଉଥିଲା। ସେହିପରି ପୁଲିସ କଡ଼ାକଡ଼ି ପେଟ୍ରୋଲିଂ କରାଯାଇ କଲ୍ୟାଣ ସିଂହପୁର ବ୍ଳକରେ ବିଭିନ୍ନ ଅଞ୍ଚଳ ରେ ଯାଞ୍ଚ କରାଇଥିଲା।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: