Thursday, March 28, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ପ୍ରତିଷ୍ଠା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୭/୦୭) : ଆଜି ଜିଲ୍ଲା ପ୍ରେସ କ୍ଳବ ର ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ବିଭାଗ ଓ କେନ୍ଦ୍ରୀୟ ବିଦ୍ୟାଳୟ ର ସହଯୋଗରେ ସକାଳ ୮ ଘଣ୍ଟା ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lWhatsApp Image 2023 07 26 at 18.56.43 ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ପ୍ରତିଷ୍ଠା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପ୍ରେସ କ୍ଳବ ର ସମ୍ପlଦକ ରଘୁନାଥ ଷଡ଼ଙ୍ଗୀ, ସମରେଶ ମିଶ୍ର, ଶମ୍ଭୁ ପ୍ରସାଦ ମିଶ୍ର, ଦୁର୍ଯ୍ୟୋଧନ ବିଶି, ଅବଦୁଲ ମହସିନ ଖାନ, ଆଶୁତୋଷ ଦାଶ, ସତ୍ୟନାରାୟଣ ପାଣି,ଉତ୍ତମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ l ଏହି ଅବସର ରେ ଜଙ୍ଗଲ ବିଭାଗର D.F.O. ଦେବପ୍ରିୟ କମ୍ପ, A.C.F. ମିନାକ୍ଷୀ କୁମୁରା, A.C.F. ଆଶିଷ କୁମାର କହଁର, ଫୋରେଷ୍ଟର ସ୍ୱାଧୀନ ସାମଲଙ୍କ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ରାଜଲକ୍ଷ୍ମୀ ବିଶ୍ୱାଳ, ବିଜୟା ପ୍ରଧାନ, ଅକ୍ଷୟ କୁମାର ପ୍ରଧାନ, ଶ୍ରୀନିବାସ ହାତୀ ଓ ମନୋଜ ପଶାୟତ, ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ପ୍ରେସ କ୍ଳବ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ୧୦୦ ଟି ଗାତରେ 100 ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରା ଯାଇ ଥିଲା l

Popular Articles