Sunday, August 9, 2020
Home District News ସିସି ରାସ୍ତା ଉଦଘାଟନ କଲେ ସାଂସଦ

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ ସୁନାଖଣ୍ଡି ପଞ୍ଚାୟତ ରେ ସାଂସଦ ପାଣ୍ଟି ରୁ ହୋଇଥିବା ସିସି ରାସ୍ତାକୁ ଉଦଘାଟନ କଲେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଳାକା |

ଏହି ଉଦଘାଟନୀ ରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁବ କୁମାର ପଣ୍ଡା,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଗଭାନ ଗୌଡ଼ ,ବ୍ଳକ କଂଗ୍ରେସ ସଭାପତି କଟା ସୁରିଆ ରାଓ ସାଂସଦ ପ୍ରତିନିଧି ଗୁଡିଲା ପ୍ରାସାଦ ରାଓ ,ନାରାୟଣ ପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଧନସିଂ ତିମାକା ସମେତ ବ୍ଳକ ର କଂଗ୍ରେସ ର ଦଳୀୟ କର୍ମୀମାନେ ଉପସ୍ଥିତରହି ଥିଲେ। ସାଂସଦ କୁ ସିକରପାଇ ଠାରେ ସ୍ଵାଗତ କରିଥିଲେ। ସାଂସଦ ପାଣ୍ଟି ରୁ ୩ ଗୋଟି ର ରାସ୍ତା କାର୍ଯ୍ୟ କୁ ତଦାରଖ କରିବା ସହ ସିସି ରାସ୍ତାକୁ ପ୍ରତ୍ୟେକ ଗାଁ ୨ ଲକ୍ଷ ଟଙ୍କା ହିସାବରେ ୩ ଗୋଟି ଗାଁ ୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ୨୦୧୯-୨୦ ଆର୍ଥିକ ବର୍ଷ ଯୋଗାଇଦେଇ ଉଦଘାଟନ କରିଛନ୍ତି। ଏହି ଗାଁ ର ସମସ୍ୟାକୁ ନେଇ ପୂର୍ବର ସାଂସଦ ପ୍ରତିନିଧି ଗୁଡ଼ଲା ପ୍ରସାଦ ରାଓ ଜଣାଇବାରୁ ସାଂସଦ ପାଣ୍ଟି ଅର୍ଥ ପ୍ରଦାନ କରି ସିସି ରାସ୍ତା କରିଥିଲେ।ସାଂସଦ ଗସ୍ତ ସମୟରେ ଦଳୀୟ କର୍ମୀ ବହୁ ସଂଖ୍ୟା ରେ ଯୋଗଦେଇଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: