Advertisements
Monday, July 6, 2020
Home Corona Lockdown ପାଇକମାଲ ବ୍ଲକ କଳାକାର ମହାସଂଘ ର ଦାବୀ ପତ୍ର ପ୍ରଦାନ

ପାଇକମାଲ ବ୍ଲକ କଳାକାର ମହାସଂଘ ର ଦାବୀ ପତ୍ର ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୩୦ ୵ ୬): ପାଇକମାଳ ବ୍ଲକ କଳାକାର ମହାସଂଘ ର ସଭାପତି ପ୍ରେମ ସାଗର ଫୌଜଦାର ଙ୍କ ନେତୃତ୍ଵରେ ମହାସଂଘ ର ସମସ୍ତ କଳାକାର ଏହି ମହାମାରୀ କରୋନା ଭାଇରସ୍ ପାଇଁ ଲକ ଡାଉନ୍ ହେତୁ, ଅଭାବ ଅନାଟନରେ ଜୀବନ ଯାପନ ଅତିବାହିତ କରୁଥିବା ବେଳେ, ଅସାମାଜିକ ବ୍ୟକ୍ତିଙ୍କ ହାବୁଡରେ ପଡି ଶୋଷଣ ହେଉଛନ୍ତି ଏବଂ ଦୁଃଖ ଦୁର୍ଦ୍ଦଶା ଭୋଗ କରୁଛନ୍ତି |

ସେ ସବୁକୁ ତର୍ଜମା କରି କଳାକାର ମାନଙ୍କୁ ଆର୍ଥିକ ସହାୟତା ଏବଂ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ଦାବି ପତ୍ର ଜିଲ୍ଳାପାଲ ବରଗଡ଼, ଉପଜିଲ୍ଲାପାଳ ପଦ୍ମପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ, ସଂସ୍କୃତି ଅଧିକାରୀ ବରଗଡ଼ ଓ ପଶ୍ଚିମ ଓଡ଼ିଶା କଳାକାର ସଂଘ WOAA ବରଗଡ଼ କୁ ପ୍ରଦାନ କରାଗଲା l ସାଧାରଣ ସମ୍ପାଦକ ଶ୍ରୀ ଲଲିତ ଜଗତ, ସହ ସମ୍ପାଦକ ଖଗେଶ୍ଵର ମିର୍ଦ୍ଧା, ଉପସଭାପତି ଶେଷଦେବ ବାରିକ ଓ ଉପଦେଷ୍ଟା କମିଟି ର ସଭ୍ଯ ଗଣେଶ ସୁନା ଉପସ୍ଥିତ ଥିଲେ l

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: