Advertisements
Monday, July 6, 2020
Home Business & Private ସ୍ପେସିଆଲ ସର୍ଭିସ ଯୁବକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ପେସିଆଲ ସର୍ଭିସ ଯୁବକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା(୩୦/୦୬): ରାୟଗଡା ଜିଲ୍ଲା ସ୍ପେସିଆଲ ସର୍ଭିସ ଯୁବକଙ୍କ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସଙ୍ଘ ର ଯୁବକଙ୍କ ଦ୍ୱାରା ରାୟଗଡା ବ୍ଲକ ଗୁମ୍ମା ପଞ୍ଚୟତ କିୟାପଡୁ ଗ୍ରାମରେ ପ୍ରଥମେ ଗାଁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହାପରେ ସଙ୍ଘ ଦ୍ୱାରା ଗ୍ରାମ ବାସୀ ଙ୍କୁ ମାସ୍କ ବଣ୍ଟନ କରିବା ସହ ସାମାଜିକ ଦୁରତା ରକ୍ଷା କରିବା ଓ ନିଜେ ସଫା ରହି ଅନ୍ୟକୁ କୋରନା ସଂପର୍କ ରେ ସଚେତନ କରିବା ପାଇଁ ଗ୍ରାମବାସୀ ଙ୍କୁ ସଙ୍ଘଦ୍ୱାରା ପରାମର୍ଶ ଦିଆ ଯାଇଥିଲା ।ଏହି ଗ୍ରାମ ସଫେଇ କାର୍ଯ୍ୟକ୍ରମ ଟି ସପ୍ତାହ ର ପ୍ରତ୍ୟକ ରବିବାର ଦିନ ପଞ୍ଚାୟତ ର ଅନ୍ୟାନ୍ୟ ଗ୍ରାମରେ ଅନୁଷ୍ଠିତ ହେବ ବୋଲି ସଂଘ ଦ୍ୱାରା ସୂଚନା । ଏହି ସଚେତନ କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଅଲା ଙ୍କ ସମେତ ସଙ୍ଘ ର ସଭାପତି ଅଗ୍ନି ହିମିରିକା, ଉପସଭାପତି ରସନ ପାଲାକା ,ସମ୍ପାଦକ ନାଗେଶ ତାଡିଙ୍ଗି , ଉପଦେଷ୍ଟା ସୁରେଶ ହୁଈକା ପ୍ରମୁଖ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: