Advertisements
Friday, July 3, 2020
Home District News ଭାରତରେ ଟିକଟକ ସହ ନିଷିଦ୍ଧ ହେଲା ଆଉ ୫୯ ଟି ଆପ୍ସ

ଭାରତରେ ଟିକଟକ ସହ ନିଷିଦ୍ଧ ହେଲା ଆଉ ୫୯ ଟି ଆପ୍ସ

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ନୂଆଦିଲ୍ଲୀ(୩୦/୦୬): ଚୀନ ବିରୋଧରେ ପୁଣି କଠୋର ହୋଇଛି ଭାରତ । ଭାରତରେ ଚାଲିଥିବା ଟିକଟକ ସମେତ ୫୯ଟି ଆପକୁ ନିଷିଦ୍ଧ କରାଯାଇଛି । ତଥ୍ୟ ଚୋରି ଅଭିଯୋଗରେ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ଦେଶର ଏକତା ଓ ସାର୍ବଭୌମତ୍ବ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ଏଭଳି କଡା ନିଷ୍ପତି ନେଇଛନ୍ତି । ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବିପଦ ଆଶଙ୍କା ଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଭାରଚ-ଚୀନ ମଧ୍ୟରେ ଲାଗିଥିବା ତୀକ୍ତତା ଯୋଗୁଁ ଭାରତ ଚୀନ ବିରୋଧରେ କଠୋର ହୋଇଛି । ଭାରତର ୨୦ ଯବାନଙ୍କ ବଳିଦାନ ଆଦୌ ବ୍ୟର୍ଥ ଯିବ ନାହିଁ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଶ୍ୱାସନା ଦେଇଥିଲେ । ୫୯ ଆପ ଗୁଡିକ ବ୍ୟାନ ହେବା ପରେ ଆସନ୍ତୁ ଜାଣିବା କେଉଁ କେଉଁ ଆପକୁ ସରକାର ନିଷିଦ୍ଧ କରାଯାଇଛି । . ଏହା ମଧ୍ୟରେ ରହିଛି, ଟଉ ବ୍ରାଉଜର, ଊଟ କ୍ଲିନର, ରେକର୍ଡର ଓ ବ୍ରାଉଜର, ସେୟାର ଇଟ୍‌, ହେଲୋ, ଲାଇକି, କ୍ଲବ୍‌ ଫ୍ୟାକ୍ଟରି, ୱି ଚାଟ୍‌ ନିଷିଦ୍ଧ, କ୍ୟାମ୍‌ ସ୍କାନର, କ୍ଲିନ୍‌ ମାଷ୍ଟର, ଜେଣ୍ଡର, ବାଇଦୁ, ଭି ମେଟ୍‌ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: