Advertisements
Monday, July 6, 2020
Home headline ଯୁବମୋର୍ଚ୍ଚା ଜନ ସମ୍ବାଦ ଭରଚୁଆଲ ରେଲି

ଯୁବମୋର୍ଚ୍ଚା ଜନ ସମ୍ବାଦ ଭରଚୁଆଲ ରେଲି

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୨୮ /୦୬): ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତୀ ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ବ ରେ ଆଜି ସାରା ରାଜ୍ୟରେ ଯୁବମୋର୍ଚ୍ଚା ଜନ ସମ୍ବାଦ ରେଲି ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଏବଂ ଗ୍ୟାସ ଓ ଇଷ୍ପାତ ମନ୍ତ୍ରୀ ଧମେର୍ନ୍ଦ୍ର ପଧାନ ମଧ୍ୟ ଏହି ରେଲିରେ ଯୋଗ ଦେଇ ରାଜ୍ୟ ଯୁବ ମୋର୍ଚ୍ଚା ର ସମସ୍ତ ସଦସ୍ୟ ମାନଙ୍କୁ ଉଦ୍ଦବୋଧନ ପୁର୍ବକ ରାଜ୍ୟ ର ଭବିଷ୍ୟତ ଓ ବିକାଶ ଯୁବକ ମାନଙ୍କର ହିଁ ହାତରେ ଅଛି ଏବଂ ଯୁବ ମୋର୍ଚ୍ଚା ପ୍ରତିଦିନ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ବିକାଶ ମୁଳକ କାର୍ଯ୍ୟରେ ଜଡିତ ରହି କେନ୍ଦ୍ର ସରକାର ତଥା ପ୍ରଧାନ ମନ୍ତ୍ରୀଙ୍କ ବିକାଶ ମୁଳକ ସ୍ବପ୍ନ କୁ ସାକାର କରିବା ପାଇଁ ଗ୍ରାଉଣ୍ତ ଲେଭେଲ ରୁ ଜନ ସାଧାରଣଙ୍କ ପାଖକୁ ପହଂଚାଇବାରେ ଯୁବ ମୋର୍ଚ୍ଚାର କାମ କୁ ସାଧୁବାଦ ଜଣାଇଥିଲେ।

ଏହା ସହ ଲକ ଡାଉନ ସମୟରେ ଯୁବମୋର୍ଚ୍ଚାତରଫରୁ ଯୋଉ ଲଗାତାର ରକ୍ତଦାନ ଶିବିର କରା ଯାଇଥିଲା ଓ ଘରକୁ ଫେରୁଥିବା ଲୋକଙ୍କୁ ରିଲିଫ ବଣ୍ଟନ ଆଦି କାର୍ଯୟ ପାଇଁ ମଧଯୟ ଧନ୍ୟବାଦ ଯଣାଇ ଥିଲେ। ଏହି ରେଲିରେ ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ସଭାପତୀ ପୁନମ ମହାଜନ, ରାଜ୍ୟ ବିଜେପି ସଭାପତୀ ସମିର ମହାନ୍ତି ଏବଂ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଟଙ୍କଧର ତ୍ରୀପାଠି ମଧ୍ୟ ଏହି ରେଲି ରେ ଉପସ୍ଥିତ ରହି ଯୁବମୋର୍ଚ୍ଚାର ଏହି ପ୍ରୟାସ ଏବଂ ସାମର୍ଥ୍ୟ ପ୍ରଦର୍ଶନ ଆଗକୁ ମଧ୍ୟ ବିଜେପି ର ବିକାଶ ଏବଂ ଦେଶର ହିତ ରେ ଅଗ୍ରଣି ଭୁମିକା ଗ୍ରହଣ କରିବ ବୋଲି କହିଛନ୍ତି। ରାଜ୍ୟ ବ୍ୟାପି ଚାଲିଥିବା ଏହି ରେଲିରେ ନହୁ ସଂଖ୍ୟାରେ ଯୁବକ ମାନେ ଯୋଗ ଦେଇଥିବା ବେଳେ ରାଝ୍ୟ କୃଷକ ମୋର୍ଚ୍ଚା ସଭାପତୀ ପ୍ରଦିପ ପୁରୋହିତ ଏବଂ ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତୀ ପ୍ରିତେଶ କୁମାର ବହିଦାର ଙ୍କ ତତ୍ବାବଧାନରେ ପଦ୍ମପୁର ବିଜେପି କାର୍ଯ୍ୟାଳୟ ସହ ପଦ୍ମପୁର ନିର୍ବାଚନଣ୍ଣ୍ଳିର ସହ ସହ ଯୁବକ ଡିଜିଟାଲ ଏବଂ ସୋସିଆଲ ମିଡିଆ ରେ ରେଲି ରେ ଜଡିତ ହୋଇ ବିକାଶ ଧାରରେ ସାମିଲ ରହିବାର ସଙ୍କଳ୍ପ କରିଥିଲେ। ପଦ୍ମପୁର କାର୍ଯ୍ୟାଳୟ ଠାରେ ପଦ୍ମପୁର ନଗର ସଭାପତୀ ସୁନିଲ ଅଗ୍ରୱାଲ, ବରିଷ୍ଠ ନେତା ଅଶୋକ ମିଶ୍ର, ନଗର ଯୁବମୋର୍ଚ୍ଚା ସଭାପତୀ ପ୍ରମୋଦ ମେହେର, ଯୁବ ନେତା ନରେଶ ସୁନ୍ଦର ସାହୁ, ଯୁଗଳ କିଶୋର ସାହୁ, ଇଞ୍ଜିନିୟର କୁନାଲ ପାଣିଗ୍ରାହୀ, ହିତେଶ ଅଗ୍ରୱାଲ, ରାଜିବ ବଗତିର୍, ଦିନେଶ ବାରିକ, ଦୀପକ ବାରିକ ସୋଏବ ଖାନ, ସୁମିତ ପାତ୍ର, ରାଜୁ ମହାରଣା ପ୍ରମୁଖ ଉପସ୍ଥିତ ରହି ରେଲିରେ ଯୁଡିଥିବା ବେଳେ ପଦ୍ମପୁର ର ବିଭିନ୍ନ ସ୍ଥାନରୁ ମଣ୍ଟୁ ସାହା, ଲକ୍ଷ୍ମୀ ବରିହା, ଅଜିତ ସାହୁ, ରୋଶନ ପାଣିଗ୍ରାହୀ, ବାବଲୁ ଭୋଇ, ସତ୍ୟମ ପଧାନ ପ୍ରମୁଖ ବିଭିନ୍ନ ସ୍ଥାନରୁ ରେଲିରେ ସଦସ୍ୟଙ୍କ ସହ ଜଡିତ ଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: