Advertisements
Monday, July 6, 2020
Home Death Case ଜଣେ ସ୍କୁଲ ଛାତ୍ରକୁ ଖାଇଗଲା କୁମ୍ଭୀର, ପୋଲିସ ଓ ବନବିଭାଗର ତଦନ୍ତ ଜାରି

ଜଣେ ସ୍କୁଲ ଛାତ୍ରକୁ ଖାଇଗଲା କୁମ୍ଭୀର, ପୋଲିସ ଓ ବନବିଭାଗର ତଦନ୍ତ ଜାରି

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୨୮/୦୬): ଖାଇଗଲା କୁମ୍ଭୀର, ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ କୁମ୍ଭୀର ଖାଇଗଲା ସ୍କୁଲ ଛାତ୍ରକୁ | ଗତ କାଲି ମଧ୍ୟାହ୍ନ ରେ ଚିତ୍ରକୋଣ୍ଡା ଝୋଲା ଗୁଡା ଅପରେଟ କଲୋନୀ କୈଳାସ ମାଝୀ ଓ ଅଜୟ ଖରା ନିକଟରେ ଥିବା ଜଳଭଣ୍ଡାର ଲିଙ୍କ ଜଳାଶୟ କୁ ଗାଧେଇବାକୁ ଯାଇଥିଲେ |

ତେଵେ ଗାଧୋଉଥିବା ସମୟ ରେ ହଠାତ କୈଳାସ ନିଖୋଜ ହୋଇଯାଇଥିଲା | ତେଵେ ଏସମ୍ପର୍କ ରେ ପରିବାର ଲୋକ ଖବର ପାଇ ଖୋଜା ଖୋଜି କରିଥିଲେ ଏବଂ କୁମ୍ବୀର ନେଇଯାଇ ଥିବା ଜାଣିବାକୁ ପାଇଥିଲେ | ଆଜି ସକାଳ କୈଳାସର ଗୋଡ଼ ଓ ହାତ ନ ଥିବା କ୍ଷତ ବ୍ୟକ୍ଷତ ଶବକୁ ନଦୀ ମଧ୍ୟ୍ୟରୁ ଉଦ୍ଧାର କରିଥିଲେ | ପୂର୍ବରୁ ଏଠାରେ କୁମ୍ଭୀର ପାଣି ପିଇବାକୁ ଆଶୁ ଥିବା ଗାଈ ଓ ଛେଳି ଆଦି ପଶୁ ଙ୍କୁ ଆକ୍ରମଣ କରିଥିବା ବେଳେ ଏହି ଅଂଚଳରେ କୁମ୍ବୀର ଆତଙ୍କ ଦେଖବାକୁ ମିଳିଛି l ଆଜି ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗ ପହଂଚି ତଦନ୍ତ କରୁଛି l ପ୍ରାୟ ୩ ଟି କୁମ୍ଭୀର ଏଠାରେ ଥିବା ସୂଚନା ମିଳିଛି l

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: