Advertisements
Monday, July 6, 2020
Home District News ୨୦୨୦ ରେ କନ୍ଧମାଳ ପୋଲିସ ଦ୍ୱାରା ୨୦୨୦ କେଜି ଗଂଜେଇ ଜବତ, ୨ ଗିରଫ ଓ...

୨୦୨୦ ରେ କନ୍ଧମାଳ ପୋଲିସ ଦ୍ୱାରା ୨୦୨୦ କେଜି ଗଂଜେଇ ଜବତ, ୨ ଗିରଫ ଓ ୧୨ ଫେରାର

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୨୭/୦୬/୨୦୨୦): କନ୍ଧମାଳ ଜିଲ୍ଲା ଏସପି ପ୍ରତୀକ ସିଂ ଙ୍କ ଆଦେଶକ୍ରମେ ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲା ର ଗୋଛାପଡା ପୋଲିସ ଥାନା ଅଂଚଳରୁ ଫୁଲବାଣୀ ଏସଡ଼ିପିଓ ଏମ ଏନ ମୁର୍ମୁ ଙ୍କ ନେତୃତ୍ୱରେ ଗୋଛାପଡା ପୋଲିସ ୨୦ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଗୋଛାପଡା ଥାନା ଡ୍ରେଶାରୁ ଗ୍ରାମ ପାଇରାଜୁ ଗ୍ରାମପଞ୍ଚାୟତ ର ଡ୍ରେସା ଠାରେ ଧରାଯାଇଛି।

ଗଂଜେଇ ଜବତ ସମୟରେ ୨ ଜଣକୁ ପୋଲିସ ଗିରଫ କରିଛି ଓ ସେଠାରୁ ୧୨ଅଭିଯୁକ୍ତ ଫେରାର ଅଛନ୍ତି। ସେଥି ମଧ୍ୟରୁ ବଡଗା ଦିଗାଲଏବଂ ବିଞ୍ଜେ କଂହର କୁ ଗିରଫ କରି ଫେରାର ଥିବା ଅଭିଯୁକ୍ତ ୧୨ ଜଣଙ୍କ ନାମରେ ଏକ ଗୋଛାପଡା ଥାନାରେ ଏକ ଏନ, ପି ଡି ଏସ କେସ ମାମଲା ରୁଜୁ କରି ୨ ଜଣଙ୍କୁ ଫୁଲବାଣୀ କୋର୍ଟ କୁ ପଠାଇ ଦିଆଯାଇଛି। ବେଲ ନାମାଞ୍ଜୁର ହେବା ପରେ ଫୁଲବାଣୀ ଜେଲ କୁ ପଠାଇ ଦିଆଯାଇଛି।ଏହା କନ୍ଧମାଳ ପୋଲିସ କୁ ୨୦୨୦ ମସିହାରେ ୨୦୨୦ କେଜି ଗଂଜେଇ ଜବତ ଏକ ବଡ ସଫଳତା ବୋଲି ଜଣାପଡିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: