Advertisements
Monday, July 6, 2020
Home Children Issue ଲକଡାଉନରେ ଆଦିବାସୀ ଅଧ୍ୟୁଷିତ ରାଇକିଆ ଅଞ୍ଚଳରେ ଅନଲାଇନ ପାଠପଢା ଫେଲ

ଲକଡାଉନରେ ଆଦିବାସୀ ଅଧ୍ୟୁଷିତ ରାଇକିଆ ଅଞ୍ଚଳରେ ଅନଲାଇନ ପାଠପଢା ଫେଲ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୨୬/୦୬): କରୋନାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ସିଧାସଳଖ ପଡିଛି । ଏଣୁ ପିଲାଙ୍କ ପାଠପଢାକୁ ନେଇ ଅଭିଭାବକ ଏବେ ଚିନ୍ତାରେ ପଡିଯାଇଛନ୍ତି । କରୋନାକୁ ନେଇ ହୋଇଥିବା ଲକଡାଉନ ଯୋଗୁଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାସ ହୋଇଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପଢିବାକୁ ଯାଉଥିବା ପିଲା ବର୍ତ୍ତମାନ ପାଠ ପଢାକୁ ନେଇ ଦ୍ବନ୍ଦରେ ଥିବା ଜଣାପଡୁଛନ୍ତି ।

କାରଣ ସରକାର ଅନଲାଇନ ଓ ଦୂରଦର୍ଶନ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବ ବୋଲି ଘୋଷଣା କରିଥିଲେ। ହେଲେ ରାଇକିଆ ଓ କରଡ଼ା, ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ବହୁ ପ୍ରତିଶତ ଗରିବ ଲୋକ ବାସ କରୁଥିବାବେଳେ ସେମାନଙ୍କ ପାଖରେ ନା ଅଛି ଟିଭି ନା ଅଛି ଏଣ୍ଡ୍ରୟୋଡ ମୋବାଇଲ। ତେବେ ସେମାନଙ୍କ ପିଲାମାନେ ପାଠ ପଢା ବିଷୟରେ ସୂଚନା ପାଇବେ କେମିତି ଆଉ ପଢିବେ ବା କେମିତି। ଆଉ ଯୋଉମାନଙ୍କ ପାଖରେ ଭଲ ମୋବାଇଲ ଅଛି ସେଥିରୁ କେତେକ ଅଞ୍ଚଳରେ ନେଟଓ୍ବର୍କ ଠିକ୍ ରହୁ ନ ଥିବାବେଳେ କେଉଁଠି ନେଟ ସ୍ପିଡ କମି ଯାଉଥିବାରୁ ସାଇଡ ଖୋଲୁନାହିଁ। ତା ସହିତ ପିଲାଙ୍କ ବହି ମଧ୍ୟ ଠିକରେ ମିଳୁନାହିଁ । କରୋନାକୁ ନେଇ ସରକାର ମଧ୍ୟ କୋଚିଙ୍ଗ ସେଣ୍ଟର ଗୁଡିକ ମଧ୍ୟ ବନ୍ଦ ଅଛି।ଏଣୁ ପାଠପଢାକୁ ନେଇ ପିଲା,ଅଭିଭାବକ ତଥା ଶିକ୍ଷକମାନେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳର ପିଲାମାନଙ୍କ ପାଠପଢା ପ୍ରତି ସରକାର ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ଅଭିଭାବକ ମାନେ ଅନୁରୋଧ କରିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: