Advertisements
Monday, July 6, 2020
Home Corona Lockdown ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରେମୀ ଯୁଗଲର ବାହାଘର

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରେମୀ ଯୁଗଲର ବାହାଘର

ରିପୋର୍ଟ:-ଭୋଜରାଜ ବରିହା //
ଖପ୍ରାଖୋଲ (୨୬/୦୬): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ତେଲେନପାଲି ରେ ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ର ଗତ ରେ ବୁଧବାର ଦିନ ପ୍ରେମୀଯୁଗଳଙ୍କ କରେଣ୍ଟଟାଇନ ସେଣ୍ଟର ବିବାହ ସଂପନ୍ନ ହୋଇଯାଇଛି ।

ତେଲିନପାଲି ସରପଂଚ କୁଳା ମାଝି ତାଙ୍କ ସ୍ବାମୀ ହେମସାଗର ମାଝି ନିଜ ମା ଓ ବାପା ଭାବେ ଦାଇତ୍ୱ ତୋଳାଇ ଏହି ପ୍ରେମୀଯୁଗଳଙ୍କୁ ବିବାହ କରାଇଥିଲା। ତେଲନପାଲି ଗ୍ରାମର ଜୀବଦ୍ଧନ ବିଶି ଓ ବାଗଡିଆ ଗ୍ରାମର ଟେଭା ମାଝୀ ପରସ୍ପରକୁ ଭଲ ପାଉଥିବା ବେଳେ ଲକଡାଉନ ପୂର୍ବରୁ ଘରୁ ଅନ୍ୟ ରାଜ୍ୟକୁ ଚାଲିଯାଇଥିଲେ। ସେଠାରୁ ଫେରିବା ପରେ ତେଲେନ ପାଳି ଅସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିଲେ। ସେମାନେ ବାହାହେବା ପାଇଁ ସରପଞ୍ଚଙ୍କୁ କହିଥିଲେ। ତାପରେ ବୁଧବାର ଦିନ ଆସ୍ଥାଇ ସ୍ଵସ୍ଥ କେନ୍ଦ୍ରରେ ବିବାହ ଉତ୍ସବ ପାଳନ କରାଯାଇଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: