Tuesday, September 29, 2020
Home District News ଲମତାପୁଟ ରେ ସହିଦ ୨୦ଜଣ ବୀର ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଲମତାପୁଟ ରେ ସହିଦ ୨୦ଜଣ ବୀର ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରିପୋର୍ଟ: କପିଳେନ୍ଦ୍ର ଦେବ ସାମନ୍ତରାୟ //
ଲମତାପୁଟ (୨୫ /୦୬) : ଭାରତ ଓ ଚୀନ୍ ସୀମା ଲଦାଖ୍ ରେ ଚୀନ୍ ସେନା ସହିତ ଲଢ଼ି ସହିଦ୍ ହୋଇଥିବା ୨୦ ଜଣ ଭାରତୀୟ ବୀର ଯବାନ ମାନଙ୍କ ଉଦ୍ୟେଶର ଲମତାପୁଟ ଠାରେ ଲମତାପୁଟ ଆଦିବାସୀ ଜାଗରଣ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ପୁଣି ଥରେ କହି ରଖୁଛୁ କି ଚଳିତ ମାସ ସୀମା ବିବାଦ କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା ଏହି ଯୁଦ୍ଧରେ ୨୦ ଜଣ ଭାରତୀୟ ଯବାନ ସହୀଦ ହୋଇ ଥିଲେ | ଏହି କାର୍ଯ୍ୟକ୍ରମ ରେ ଲମତାପୁଟ ଆଦିବାସୀ ଜାଗରଣ ସଂଘ ସମେତ ସମସ୍ତ ରାଜନୈତକ ଦଳ, ପୋଲିସ ପ୍ରଶାସନ, ବୁଦ୍ଧିଜୀବୀ, ସମସ୍ତ ଦୋକାନୀ ପ୍ରମୁଖ ଉପସ୍ଥିତ ରହି ସହିଦ୍ ଯବାନ ମାନଙ୍କ ଉଦ୍ୟେଶ ରେ ଏକ ମିନିଟ୍ କ୍ୟାଣ୍ଡଲ୍ ଜାଳି ନୀରବ ପ୍ରାର୍ଥନା କରିବା ସହିତ ସହିଦ୍ ଯବାନ ଅମର ରହେ ସ୍ଲୋଗାନ ଦେଇ ଶ୍ରଦ୍ଧାଂଜଳି ଜଣାଇଥିଲେ। ତା ସହିତ ସହିଦ୍ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମହିଳା ସଶକ୍ତିକରଣ ଆୱାର୍ଡରେ ସଂମ୍ମାନିତ ରିତାରାଣୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା(୨୮/୦୯): ଭାରତୀୟ ମହିଳା ଅଲମ୍ପିକ ଆସୋସିଏସନ ତରଫରୁ ଯେ, କୌଣସି କର୍ମଜୀବି ମହିଳା ଯେ, କୌଣସି ସାମାଜିକ କାର୍ଯ୍ୟରେ ପାରଙ୍ଗମ ଥିବେ ଓ ସେମାନଙ୍କର ପ୍ରମାଣ ପତ୍ରକୁ...

ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା,ରାୟଗଡା (୨୮/୦୯): ଆଜି ମୁନିଗୁଡା ଵ୍ଲକର ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ କୁଟ୍ରାଗଡଠାରେ ବନ୍ଧୁ ମିଳନ ସହ ନୈଶ୍ୟ ଭୋଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି...

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

Recent Comments

%d bloggers like this: