Advertisements
Monday, July 6, 2020
Home Corona Breaking ଏକ ସପ୍ତାହରେ ପାଞ୍ଚଟି ପଜିଟିଭ୍ , ବୈପାରୀଗୁଡା

ଏକ ସପ୍ତାହରେ ପାଞ୍ଚଟି ପଜିଟିଭ୍ , ବୈପାରୀଗୁଡା

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୪/୦୬): ବୈପାରୀଗୁଡାରେ ଆଜି ପୁଣି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ l ଏଥିସହ ବ୍ଲକରେ ପଜିଟିଭ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି l ଚିହ୍ନଟ ବ୍ୟକ୍ତି ଜଣକ କେରଳରୁ ଫେରିନ୍ତା l

ସେ ସ୍ଥାନୀୟ ଦଣ୍ଡlବାଡ଼ି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ତାଙ୍କ ସ୍ୱାବ ରିପୋର୍ଟ କରୋନା ପଜିଟିଭ ଆସିଲା ପରେ ତାଙ୍କୁ ଜୟପୁର କବିଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି l ଆଜି ବ୍ଲକ ପ୍ରଶାସନ ଅଧିକାରୀ ମାନେ ଉକ୍ତ କ୍ୱାରେଣ୍ଟାଇନ ସେଣ୍ଟରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି l ସୂଚନା ଥାଉକି ଗତ କାଲି ସେହିପରି ଚତୁର୍ଥ ପଜିଟିଭ ଚିହ୍ନଟ ଯୁବକ ଜଣକ ତାମିଲନାଡୁ ଫେରନ୍ତା l ସେ କ୍ୱାରେଣ୍ଟାଇନ ସେଣ୍ଟରରେ ଦଶ ଦିନ ରହିଥିଲେ କିନ୍ତୁ ଘରକୁ ଯିବା କିଛି ସମୟ ପରେ ତାଙ୍କ ସ୍ୱାବ ରିପୋର୍ଟ କରୋନା ପଜିଟିଭ ଆସିଥିଲା l ଏହି ଚତୁର୍ଥ ପଜିଟିଭ ଚିହ୍ନଟ ଯୁବକକୁ ଜୟପୁର କବିଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ପୂର୍ବରୁ ରାମଗିରି ଓ ମହୁଲିର ୩ ଜଣଙ୍କ ସହ ଏବେ ବୈପାରୀଗୁଡାରେ କରୋନା ପଜିଟିଭ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: