Sunday, August 9, 2020
Home Death Case କାଳ ବୈଶାଖୀ ତାଣ୍ଡବରେ ଗଛ ପଡି ବଳଦ ମୃତ

କାଳ ବୈଶାଖୀ ତାଣ୍ଡବରେ ଗଛ ପଡି ବଳଦ ମୃତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୨୨:୬:୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର କୁମ୍ଭାରୀପୁଟ ପଞ୍ଚାୟତର ଟିକରପଡା ଗ୍ରାମର ଅନନ୍ତ ମେଲେକା ଓ ଅଙ୍ଗଦ ମେଲେକାଙ୍କ ଦୁଇ ପରିବାରଙ୍କ ଘରର ଆଜବେଷ୍ଟସ ସିଟ ଭାଙ୍ଗିବା, ଘରର ସମସ୍ତ ଆସବା ସାମଗ୍ରୀ ବାସନ କୁଷନ କପଡା ଆଦି ନଷ୍ଟ ହବା ସହ ଦୁଇ ପରିବାର ଖୋଲା ଆକାଶ ତଳେ ୨ଦିନ ହେଲା ଭୋକ ଉପାସରେ ପରିବାରଙ୍କ ସହ ଦିନ ବିତାଉଥିବାର ଦେଖିବାକୁ ମିଳିଛି ।

ବର୍ଷା ପବନରେ ଉଡିଯାଇ ଓ ଅନନ୍ତଙ୍କ ଘର ନିକଟରେ ରହିଥିବା ଗଛ ଭାଙ୍ଗି ବଳଦ ଉପରେ ପଡିବାରୁ ବଳଦର ମୃତ୍ୟୁ ହୋଇଥିବାର ଜଣାପଡିଛି | ଘଟଣାକୁ ନେଇ କୁମ୍ଭାରୀପୁଟ ପଞ୍ଚାୟତ ଆର ଆଇଙ୍କୁ ଲିଖିତ ଭାବରେ ଜଣାଯିବା ପରେ ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ କିନ୍ତୁ ତହସିଲଦାର ନ ଥିବାରୁ ବ୍ଲକ ଅଧିକାରୀ ବିଡ଼ିଓ ଶ୍ରୀ ରଜନୀ କାନ୍ତ ଦାସଙ୍କ ପାଖକୁ ଅଭିଯୋଗ ଜଣାଇଥିଲେ | ବିଡ଼ିଓ କହିଲେ ଆର ଆଇଙ୍କୁ ଲିଖିତ ଆକାରରେ ଦିଅନ୍ତୁ, ତାପରେ ଆପଣଙ୍କ ଯାହା ବି କ୍ଷତି ପୂରଣ ମିଳିବ ବୋଲି କହିଥିଲେ । ଏଣୁ ଏହି ଦୁଇ ପରିବାରଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରଙ୍କ ସାହାଯ୍ୟ ଦରକାର ପଡୁଛି | ଘଟଣା ଘଟିଥିବା ସ୍ଥାନରେ କୁମ୍ଭାରୀପୁଟ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଭବାନୀ ବିଡିକା ପହଞ୍ଚି ଦେଖିଥିଲେ ଓ ପଞ୍ଚାୟତ ଦ୍ୱାରା ଯାହା ସହାୟତା ଥିଲେ ମୁଁ ତା ସେମାନଙ୍କୁ ଯୋଗାଇ ପାରିବି ବୋଲି କହିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: