1. Best News: ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ପାଳିତ

0
96
ବ୍ଲକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୮/୭) : ତା ୧୮/୦୭ ୨୦୨୩ ରିଖ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ସ୍ଥାନ-ଶ୍ରୀକ୍ଷେତ୍ର କଲ୍ୟାଣ ମଣ୍ଡପ, କୋଲନରା, ରାୟଗଡା ଠାରେ ପାଳିତ ହୋଇଯାଇଛି ।WhatsApp Image 2023 07 18 at 18.34.18 1. Best News: ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ପାଳିତ

ବ୍ଲକ ରାୟଗଡା : – ୧.ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡ଼ିଶା ସରକାର ଏବଂ MLA, ବିଷମକଟକ
୨. ଶ୍ରୀମତୀ ସଂଯୁକ୍ତା କୁଲସିକା, ଅଧ୍ୟକ୍ଷ, କୋଲନରା ପଞ୍ଚୟ।ତ ସମିତି
୩. ସୁଶ୍ରୀ ସରସ୍ବତୀ ମାଝୀ , ଅଧ୍ୟକ୍ଷ, ଜିଲ୍ଲା ପରିଷଦ
୪. ଶ୍ରୀମତୀ ଅନଶୁୟା ମାଝୀ , ଅଧ୍ୟକ୍ଷ, ସ୍ୱତନ୍ତ୍ର ବିକାଶ ପରିଷଦ, ରାୟଗଡା
୫. ଧବଳେଶ୍ବର ନାଇଡୁ, ଜିଲ୍ଲା ପରିଷଦ, କୋଲନରା
୬. ଟି. ଅଂକେଟି, ସଭ୍ୟ, ସ୍ୱତନ୍ତ୍ର ବିକାଶ ପରିଷଦ, ରାୟଗଡା
୭. ଗୌର ଚନ୍ଦ୍ର ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଲନରା ବ୍ଲକ, ରାୟଗଡା
୮.ଶ୍ରୀମତୀ ଯସ୍ମୀନ ଶୁଭଦର୍ଶିନୀ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ, ରାୟଗଡ଼ା

ଆଦି ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ଯସ୍ମୀନି ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଜିଲ୍ଲାରେ ପଞ୍ଜୀକୃତ ସଂଘଠିତ ଓ ଅନସଙ୍ଘଠିତ ଶ୍ରମିକ ମାନଂକ ତାଲିକା ଉପସ୍ଥାପନ କରିବାସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l ରାୟଗଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୧,୦୧,୬୧୨ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମୋଟ ୨,୩୭,୪୭,୪୧୮ ଟଙ୍କା ଲେବର ସେସ୍ ଆଦାୟ କରାଯାଇଅଛି ।

୨୦୨୩-୨୦୨୪ ଆର୍ଥିକ ବର୍ଷରେ ଶ୍ରମିକ ମାନଙ୍କୁ ପ୍ରଦାନ କରିଥିଲେ ଯଥା ଶିକ୍ଷା ସହାୟତା ୫୦ ଜଣ ହିତାଧିକାରୀଙ୍କୁ ୨,୫୬,୨୦୦/-,ସେହିପରି ୬୩ ଜଣଙ୍କୁ ବିବାହ ସହାୟତା ୩୦,୫୦,୦୦୦/-, ପ୍ରସୂତୀକାଳିନ ସହାୟତା ୮ ଜଣକୁ ୮୦,୦୦୦/-ଟଙ୍କା, ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୨୫୯ଜଣକୁ ୨,୫୨,୭୬,୦୦୦/- ସର୍ବମୋଟ୩୮୦ ଜଣ ହିତାଧିକାରୀଙ୍କୁ ଟ ୨,୮୬,୬୨,୨୦୦/-ଙ୍କା ପ୍ରଦାନ କରାଯାଇଛି l