Saturday, August 8, 2020
Home District News ଜନ୍ମଦିନରେ ୧୫୦ ଗୋଟି ଆମ୍ବ ଗଛ ରୋପଣ କରି ଜନ୍ମଦିନ ପାଳନ

ଜନ୍ମଦିନରେ ୧୫୦ ଗୋଟି ଆମ୍ବ ଗଛ ରୋପଣ କରି ଜନ୍ମଦିନ ପାଳନ

ପଦ୍ମପୁର (୨୩/୦୬): ବୄକ୍ଷ ରୋପଣ ଦ୍ବାରା ପରିବେଶ ସୁରକ୍ଷିତ ରହିଥାଏ ଏବଂ ପରିବେଶର ସୌନ୍ଦର୍ଯ୍ୟ ବୄଦ୍ଧି କରିଥାଏ । ଲୋକମାନେ ସାଧାରଣତଃ କୌଣସି ଏକ ଦିନକୁ ସ୍ମରଣୀୟ କରିବା ପାଇଁ ସେହି ଦିନରେ ବୄକ୍ଷ ରୋପଣ କରି ସେହି ବୄକ୍ଷର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥାନ୍ତି ।

ସେହିପରି ପାଇକମାଲ ବ୍ଳକ ପଳସଦା ଗ୍ରାମର ତ୍ରିବିକ୍ରମ ପଟେଲ ନିଜ ଜନ୍ମଦିନରେ ୧୫୦ ଗୋଟି ଆମ୍ବ ଚାରା ଗ୍ରାମର ବିଭିନ୍ନ ଯାଗାରେ ରୋପଣ କରି ଏକ ନୂତନ ଉଦାହରଣ ସୄଷ୍ଟି କରିଛନ୍ତି ।କେବଳ ରୋପଣ କରି ନିଜର କର୍ତ୍ତବ୍ୟ ଠାରୁ ନ ଓହରି ଏହି ଗଛ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ନେବେ ବୋଲି କହିଛନ୍ତି । ଏହି ଗଛ ସବୁ ଜନସାଧାରଣଙ୍କ ହିତ ପାଇଁ ରୋପଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ସେ ଏହି କାର୍ଯ୍ୟ ପାଇଁ ତାଙ୍କ ପରିବାର ଠାରୁ ପ୍ରେରଣା ପାଇଛନ୍ତି । ତାଙ୍କୁ ଏହି କାର୍ଯ୍ୟରେ ରବୀନ୍ଦ୍ର କୁମାର ପଟେଲ,କିର୍ତ୍ତିଚନ୍ଦ୍ର ପଟେଲ,ସୁବାଷ ଚନ୍ଦ୍ର ପଟେଲ ଓ ରାଜା ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: