Advertisements
Monday, July 6, 2020
Home Corona Lockdown ରଥଯାତ୍ରା ସମୟରେ କଲ୍ୟାଣ ସିଂହପୁର ସଟ ଡାଉନ ସହ ୧୪୪ ଜାରି

ରଥଯାତ୍ରା ସମୟରେ କଲ୍ୟାଣ ସିଂହପୁର ସଟ ଡାଉନ ସହ ୧୪୪ ଜାରି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (ତା ୨୩/୬): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ଟାଉନ ରେ ରଥଯାତ୍ରା ଅବସରରେ ପୁଲିସ ପକ୍ଷରୁ ୧୪୪ ଜାରି କରିଥିବା ଦେଖିବାକୁ ମିଳିଛି। ଆଜି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଥିବାରୁ ଜନ ଗହଳିକୁ ଦୃଷ୍ଟି ରଖି କଲ୍ୟାଣ ସିଂହପୁର ଟାଉନ କୁ ସଟ ଡାଉନ କରିବା ସହିତ ମନ୍ଦିର ପରିସର ଆଖପାଖରେ ୧୪୪ ଧାରା ଜାରି କରିଥିବା ବେଳେ ବଜାର କୁ ମଧ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଛି ।

ଟାଉନ ର ଚାରି ଟି ଯାଗା ରେ ପୁଲିସ ଓ ସିଆରପିଏଫ କୁ ମୁତୟନ କରାଯାଇଛି। ଯାହା ଫଳରେ କଲ୍ୟାଣ ସିଂହପୁର ରେ ରଥଯାତ୍ରା ସମୟରେ ରାୟଗଡା ଜିଲ୍ଲା ର କଲ୍ୟାଣ ସିଂହପୁର ବ୍ଲକ,କଲନରା ବ୍ଳକ, କାଶୀପୁର ବ୍ଳକ ,ନିୟମଗିରି ରେ ରହୁଥିବା ସମସ୍ତ ଡଙ୍ଗରିଆ,କଳାହାଣ୍ଡି ଜିଲ୍ଲାର ଟି ଏମ ରାମପୁର ବ୍ଳକ ଓ ଲାଞ୍ଜିଗଡ଼ ବ୍ଳକ ର କିଛି ପଞ୍ଚାୟତ କଲ୍ୟାଣ ସିଂହପୁର ରେ ବଜାର କରିବା ସହ ବିଭିନ୍ନ ପର୍ବ ପର୍ବାଣୀ ରେ ଆସନ୍ତି ତେଣୁ ବର୍ତ୍ତମାନ ମହାମାରୀ କରୋନା ଭୁତାଣୁ ଵ୍ୟୟରେ ରଥଯାତ୍ରା କୁ କିଏ ନ ଆସିବା ପାଇଁ ଏହିପରି ୧୪୪ ଧାରା କରି କରିଥିବା ଜଣାପଡିଛି ।

ଭାର ପ୍ରାପ୍ତ ଥାନା ଅଧିକାରୀ ସୁକୁମା ହଂସଦା କହିଛନ୍ତି ଯେ ତହସିଲଦାର ଦେବାଶିଷ କର ଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ପେରୀ ପେରୀ ଚାରି ପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି ଲୋକମାନେ ରଥଯାତ୍ରା କୁ ନ ଆସିବ ପାଇଁ ବଜାର ବନ୍ଦ କରାଯାଇଛି ବୋଲି ଥାନା ଅଧିକାରୀ କହିଛନ୍ତି। ମନ୍ଦିର ପୂଜାର୍ଚ୍ଚନା ରୀତିନୀତି ହିସାବରେ କରାଯିବା ରଥ ଗଡିବ ନାହିଁ ବୋଲି ମନ୍ଦିର କମିଟି ପ୍ରକାଶ କରିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: