Thursday, October 1, 2020
Home headline ସହିଦ ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସହିଦ ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ (୨୧ /୦୬): ମୁରିବାହାଲ ବ୍ଲକ ଲେବେଡା ପଞ୍ଚାୟତ ଅନ୍ତର୍ଗତ ଟୋଟୋପଡା ଗ୍ରାମର ବାପୁଜୀ ଯୁବକ ସଙ୍ଘ ଏବଂ ଗ୍ରାମବାସୀଙ୍କ ଦ୍ୱାରା ଭାରତ ଓ ଚିନ୍ ସିମାନ୍ତରେ ସଂଘର୍ଷ ଯୋଗୁଁ ୨୦ଜଣ ଯବାନ ସହିଦ ହୋଇଯାଇଛନ୍ତି |

ସହିଦ ହୋଇଥିବା ଯବାନ ମଧ୍ୟରୁ କନ୍ଧମାଳ ଓ ରାଇରଙ୍ଗପୁର ୨ ଓଡ଼ିଆ ଯବାନଙ୍କୁ ଗଭିର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇଛନ୍ତି | ଦେଶ ମାତୃଙ୍କ ପାଇଁ ସେମାନଙ୍କ ବଳିଦାନ ସବୁଦିନ ପାଇଁ ଅମର ରଖିବ ବୋଲି ନାରା ଦେଇଥିଲେ | ଚାଇନା ବିରୁଦ୍ଧରେ ନାରା ଦେଇ ଚାଇନା ସାମଗ୍ରୀ ଓ ଚାଇନା ଆପକୁ ବ୍ୟବହାର ନ କରିବାକୁ ନାରା ଦେଇଥିଲେ | ଏଥିରେ ସଂଘର ଆଲୋକ ସାହୁ, ସତ୍ୟପ୍ରିୟ ବିଶି, ଜିତେନ୍ଦ୍ର ସାହୁ, ଦୁର୍ଲଭ ସାହୁ, ମାନସିଂ ସାହୁ, ଗିରିଧାରୀ ଶବର, ଲୋଚନ ଶବର, ସୁନୀଲ ସାହୁ, କ୍ଷମାସାଗର ସାହୁ, ସୁଦାମ ପୁଟେଲ, ଦୀପକ ସାହୁ, ବିନୋଦ ସାହୁ, ଟ୍ୱିଟୁନ ସାହୁ, ମନକିଶୋର ଯାନୀ , ନବୀନ ସାହୁ, ହେମରାଜ ସାହୁ, ଅଜୟ ସାହୁ, ସଚିନ ସାହୁ, ଅଶୋକ ସାହୁ, କ୍ରିଷ୍ଣା ସାହୁ ପ୍ରମୁଖ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିରେ ସାମିଲଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଟିକଟକରୁ ସମଲିଙ୍ଗୀ ସମ୍ପର୍କ, ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି (୦୧/୧୦): ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା...

ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୁଝାରୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦):ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦): ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ...

ପାରମ୍ପରିକ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ

ରିପୋର୍ଟ: ରବିଶଙ୍କର ମହାପାତ୍ର // କୋରାପୁଟ(୦୧/୧୦): କୋରାପୁଟ ଜିଲ୍ଲା କୋଟପାଡ଼ ଶ୍ରୀ କନକମଣି ମାଉଲୀ ମାଁ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶହରା ପର୍ବ ପାଳନ ପାଇଁ ଜରୁରୀ...

Recent Comments

%d bloggers like this: