Advertisements
Monday, July 6, 2020
Home District News ଆନ୍ତର୍ଜାତିକ ଯୋଗ ଦିବସ ପାଳିତ, ବନ୍ଧୁଗାଁ

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ, ବନ୍ଧୁଗାଁ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୨୧:୬:୨୦): ବନ୍ଧୁଗାଁ ବ୍ଲକ ପରିସର ଠାରେ ଆଜି ଭାରତ ସରକାରଙ୍କ ଯୁବ ଓ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେଇଯାଇଛି ।

ବ୍ଲକର ଜାତୀୟ ଯୁବ ସ୍ବେଚ୍ଛାସେବୀ ଅଧିକାରୀ ନେତୃତ୍ୱରେ ସମ୍ଭବ ଯୁବକ ସଂଘର କିଛି ବୟସ୍କ ବ୍ୟକ୍ତିଙ୍କ ଉପସ୍ଥିତରେ ବ୍ଲକ ପରିସର ଠାରେ ଅନୁଷ୍ଠିତ ହୋଇଥିଲା । କରନା ସଂକ୍ରମଣ ଦେଶରେ କାୟା ବିସ୍ତାର କରି ଥିଲା ବେଳେ ଆଜି ସମସ୍ତେ ଘରେ ରହି ସପରିବାର ସହ ଯୋଗ କରିଥିଲେ । କରଯୋଗ , ରୁହ ନିରୋଗ ବାର୍ତା ଦେଇ ସମସ୍ତେ ସୁଚାରୁ ରୁପେ ସଂପାଦକ କରିଥିଲେ । ଏହି ଯୋଗ ଶିବିର ରେ ସ୍ଥାନୀୟ ଯୁବକ ସଂଘ ର କର୍ମକର୍ତା ସହଯୋଗ କରିଥିଲେ । ସଂଘର ବ୍ୟକ୍ତି ଓ ବନ୍ଧୁଗାଁ ବ୍ଲକ ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ର ଡାକ୍ତର ଶ୍ରୀ ନିହାର ରଞ୍ଜନ ଷଡଙ୍ଗୀ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଭାବରେ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: