Saturday, August 8, 2020
Home Corona Breaking ବିନିକା ବ୍ଲକ ରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁ କୁ ୪୮ଘଣ୍ଟିଆ ସଟ...

ବିନିକା ବ୍ଲକ ରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁ କୁ ୪୮ଘଣ୍ଟିଆ ସଟ ଡାଉନ ଘୋଷଣା

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୨୧/୦୬): ବିନିକା ବ୍ଲକ ବାଙ୍କୀଘିର୍ଡି ଗ୍ରାମରେ ୨ଜଣ ଆଶା କର୍ମଚାରୀ ଓ ଜଣେ ଏ ଏନଏମ ସହ କୁଇବାହଲ ଟିଏମସି କେନ୍ଦ୍ରରେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ପ୍ରବାସୀଯୁବକ ମିଶି ସମୁଦାୟ ୪ଜଣଙ୍କର କୋରନା ସଂକ୍ରମିତ ହେବା ଜଣାପଡିଛି |

ଏହା ଜଣାପଡିବା ପରେ ସମସ୍ତଙ୍କୁ ଶନିବାର ସୋନପୁର କୋଭିଡ -୧୯ ଡାକ୍ତରଖାନାକୁ ପଠାଇଦିଆଯାଇଛି । ଏହି ପରିପେକ୍ଷିରେ ବାଙ୍କୀଘିର୍ଡି ଗ୍ରାମର ସରପଞ୍ଚ ମାନସ ବେହେରା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ବାଙ୍କୀଘିର୍ଡି ଗ୍ରାମକୁ ଗତକାଲି ଅପରାହ୍ନରୁ ୪୮ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ସେ ଏ ବିଷୟରେ ପ୍ରଶାସନ ଓ ପୁଲିସକୁ ଜଣାଇଦେଇଛନ୍ତି । ଏଥିରେ ଅବମାନନା କଲେ ପୁଲିସ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: