1. Big News: ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ

0
66
ଗୁରୁ ପୂଜନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୬/୭) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ପଦ୍ମପୁର ଶିଶୁ ମନ୍ଦିର ଠାରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 07 16 at 12.53.33 1. Big News: ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ

ଏହି ଗୁରୁ ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ପ୍ରଭାତ କୁମାର ମହପାତ୍ର ଜିଲ୍ଲା ବୌଦ୍ଧିକ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ବରିଷ୍ଠ କର୍ମକର୍ତ୍ତା ଭାବେ ଶ୍ରୀ ସାରଙ୍ଗ ଧର ନାଗବଂଶ, ପଦ୍ମନାଭ ମହାଙ୍କୁଡ, ବିଦ୍ୟାଧର ଶବର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶ୍ରୀ ରାଧାକୃଷ୍ଣ ସାହୁ ଖଣ୍ଡ କାର୍ଯ୍ୟବାହ ଭାବେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।