ଶ୍ରାବଣ ମାସ ପ୍ରଥମ ସମାବାର କାଉଡ଼ିଆ ଙ୍କ ଜଳ ଅଭିଷେକ

0
55

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୦/୭) : ରାୟଗଡ଼ା ଜିଲ୍ଲା ଥେରୁବଳି ନିକଟସ୍ଥ ପାଇକ ପଡା ଶିବ ମନ୍ଦିର ରେ ବହୁତ୍ ଭକ୍ତ ଙ୍କ ଜାଲା ଅଭିଷେକ କରିବା ପାଇଁ ଭିଡ ଜମାଇଥିଲେ ।

ବିଷମ କଟକ ସାନ ସର୍ଥେଳି ମାତା ଓ ବାବା ମାନଙ୍କ ଯାଇ ଥିଲେ। ହକ,କମି, ଚଞ୍ଚରଗୁଡ଼ା ନାୟକ ସରପଞ୍ଚ କାମି, ଲଛି, ଆରତୀ, ମିନତୀ, ଦୂର ଓ ପୁରୋହିତ ବା ଗୁରୁ ଗୋବିନ୍ଦ ରୂପରେ ନରୋତ୍ତମ ପାଢ଼ୀ ଙ୍କ ଦ୍ଵାରା ନାଗାବଳୀ ନଦୀ ଏମାଲଗୁଡ଼ା ଠାରୁ ଜଳ ଆଣି ପାଇକ ପଡା ଶିବ ମନ୍ଦିର ରେ ଅଭିଷେକ କରାଇଥିଲେ । ସେହିପରି ରାୟଗଡ଼ା ଜିଲ୍ଲା ସଦର ମହକୁମାର ଏକ ଦିବ୍ୟଙ୍ଗ ବାବା ଜଗନ୍ନାଥ ହସ ଓ ତିକିରୀ ରୁ ବାବ ମାନଙ୍କ ମଧ୍ୟ ଆସି ପତାଲେଶ୍ୱେ ଶିବ ମନ୍ଦିର ରେ ଅଭିଷେକ କରିଥିଲେ ।