Saturday, August 8, 2020
Home Cultural & Festival ପାଇକମାଲ ବ୍ଲକ କଳାକାର ମହାସଂଘ ବୈଠକ ଅନୁଷ୍ଠିତ

ପାଇକମାଲ ବ୍ଲକ କଳାକାର ମହାସଂଘ ବୈଠକ ଅନୁଷ୍ଠିତ

ପଦ୍ମପୁର (୧୬/୦୬): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ର ସମସ୍ତ କଳା ସଂଘ (ପାଲା, ସଂଚାର, ନାଟକ, ଦୁଲ୍ ଦୁଲି, ଗଣାବଜା, ଖଞ୍ଜଣି, ଗୀତ, ନାଚ, ନାମ ସଙ୍କୀର୍ତ୍ତନ, କରମସାନି, ଘୁମୁରା, ଲୋକନୃତ୍ୟ) କୁ ନେଇ ପାଇକମାଲ ନୃସିଂହନାଥ ଧର୍ମଶାଳା ଠାରେ ଏକ କଳାକାର ମହାସଂଘ ଅନୁଷ୍ଠିତ ହୋଇଥିଲା l

ମହାସଂଘର ସଭାପତି ଭାବେ ପ୍ରେମସାଗର ଫୌଜଦାର, ଉପସଭାପତି ଶେଷଦେବ ବାରିକ, ସାଧାରଣ ସମ୍ପାଦକ ଲଲିତ ଜଗତ, ସହ ସମ୍ପାଦକ ଖଗେଶ୍ଵର ମିର୍ଦ୍ଧା, କୋଷାଧକ୍ଷ ଚିତ୍ତରଞ୍ଜନ ସରାଫ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ବ୍ଲକର ସମସ୍ତ ପଞ୍ଚାୟତର ଗୋଟିଏ ଲେଖାଏଁ କୋଡ଼ିନେଟର ରଖାଯାଇଛି l

ଉପଦେଷ୍ଠା ଭାବେ ତ୍ରିଲୋଚନ ମେହେର, ଗଣେଶ ସୁନା, ଦୁଃଶାସନ କୁମ୍ଭାର, ଟାଇଲ ଚନ୍ଦ୍ର ଭୋଇ, ବିଜୟ କୁମାର ପ୍ରଧାନ, ବିଶ୍ଵନାଥ ସେଠ ଅଛନ୍ତି l ବୈଠକରେ ଦୁର୍ଯ୍ୟୋଧନ ତ୍ରିପାଠୀ, ହରିଶ୍ଚନ୍ଦ୍ର ସାହୁ, ବିଶିକେଶନ ସାହୁ, ପଲସ୍ତେ ତାଣ୍ଡି, ଦେବେନ୍ଦ୍ର ସାହୁ, ରମେଶ ଦୀପ, କୁଶ ହିଁଆଲ୍, ଅକୃର ସାହୁ, ରସିକ ବିନ୍ଧାଣୀ ଓ ଧନୁ ରାମ ତାଣ୍ଡି ଉପସ୍ଥିତ ଥିଲେ l

ରିପୋର୍ଟ – ନିରୋଜ କୁମାର ପାଣୀ

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: