Friday, March 29, 2024

Top 5 This Week

Related Posts

ଓଡ଼ିଶାରେ ସାମ୍ବାଦିକ କଲ୍ୟାଣ ଯୋଜନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା- 1 Big Gratitude to CM for Journalist Welfare Scheme

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୦୭) : ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ କଲ୍ୟାଣ ଯୋଜନା ନିମନ୍ତେ ଏକ ୱେବ ପୋର୍ଟାଲ ଲୋକାର୍ପଣ କଲେ l

ଓଡ଼ିଶାରେ ସାମ୍ବାଦିକକଲ୍ୟାଣ ଯୋଜନା ନିମନ୍ତେ ଏକ ୱେବ ପୋର୍ଟାଲ ଲୋକାର୍ପଣ କରିଥିବାରୁ ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼ ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର ରାଜେଶ କୁମାର ପଟ୍ଟନାୟକ ଜ୍ୟୋତି ରଞ୍ଜନ ଗୌଡ଼ ପ୍ରଭାକର ରାଓ ସୁମନ୍ତ ଘଣ୍ଟ ପ୍ରମୁଖ କର୍ମଜୀବୀ ସାମ୍ବାଦିକମାନେ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ l ବିଭାଗୀୟ ମନ୍ତ୍ରୀ ଶାସନ ସଚିବ ଓ ନିର୍ଦ୍ଦେଶକୁ ଧନ୍ୟବାଦ ଅର୍ପଣ କରିଥିଲେ l

Popular Articles