Advertisements
Friday, July 3, 2020
Home Corona Lockdown କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //
ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ ଦାଦନ ଶ୍ରମିକ ଭାବରେ ଗୁଜୁରାଟ, ଚେନ୍ନେଇ,ତାମିଳନାଡୁ ଓ ଅନ୍ୟାନ୍ୟ ରାଜ୍ୟକୁ ଯାଇଥିଲେ ।

କରୋନା ପାଇଁ ସରକାର ଲକ୍ ଡାଉନ ଘୋଷଣା ପରେ ତାଂକର କାମ କରିବାରେ ଅସୁବିଧା ସୃଷ୍ଟି ହେଲା । ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଶାସନ ଠାରେ ପଂଜିକରଣ କରି ଫେରିଥିଲେ । ଅନ୍ୟତ୍ର କାମ କରିଯାଇଥିବା ବ୍ୟକ୍ତିମାନେ କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ବାଧ୍ୟ ବୋଲି ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ତଦନୁସାରେ କ୍ବାରେଣ୍ଟାଇନରେ ରହିଥିଲେ ।ଅବଧି ପୁରଣ କରିସାରିଲା ପରେ ସରପଞ୍ଚ ଧନମତି ପାଣ୍ତେ,ପ୍ରଧାନ ଶିକ୍ଷକ ଦିବ୍ୟ କିଶୋର ପାଣ୍ତେ ସମସ୍ତ ଶ୍ରମିକମାନଂକୁ ଭବିଷ୍ୟତରେ ନିୟମ ମାନି ଚଲିବାକୁ ପରାମର୍ଶ ଦେଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

ଭଳ କରି ନାଆ ବାହାରେ ନାଉରୀ ଝିଅକୁ ମାଡୁଛି ଡର…

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ଭଲ କରି ନାଆ ବାହାରେ ନାଉରୀ ଝିଅକୁ ମାଡୁଛି ଡର…ଏ କେଉଁ ପୁରାତନ କାଳିଜାଇରେ ସଂଧ୍ୟାର ଦୃଶ୍ୟ ନୁହେଁ। ରାଜ୍ୟ...

୭୧ ତମ ବନ ମହୋତ୍ସବ ସପ୍ତାହ ପାଳନ, କଲ୍ୟାଣସିଂପୁର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ତହସିଲ କାର୍ଯ୍ୟ ଳୟ ପରିସରରେ ୭୧ ତମ ବନ ମହୋତ୍ସବ...

କୋଭିଡ ନିୟମ ଉଲ୍ଲଘଂନକାରି ଦୋକାନୀଙ୍କୁ ଫାଇଁନ୍

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //କର୍ଲାମୁଣ୍ଡା (୦୨/୦୭): କର୍ଲାମୁଣ୍ଡା ସଦର ଠାରେ କୋଭିଡ-୧୯ ଗାଇଡଲାଇନକୁ ଆଖିଆଗରେ ରଖି ଖୁଲାଖୁଲି ଉଲଂଘନ କରିଥିବା କେତେ ଜଣ ଦୋକାନୀଙ୍କଠୁ ଏବଂ ମାସ୍କ୍ ପିନ୍ଧି...

Recent Comments

%d bloggers like this: