Advertisements
Friday, July 3, 2020
Home Corona Lockdown ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //
ମାଲକାନଗିରି (୦୧/୦୬): ଆଜି ରାଜ୍ୟସରକାରଙ୍କ ତରଫରୁ ଲକଡାଉନ୫.୦କୁ ସମଗ୍ର ରାଜ୍ୟରେ ଲାଗୁକରାଇ ଥିବାବେଳେ କିଛି ଜିଲ୍ଲା ରେ ଏହା ପୁର୍ନବାର ଏହା କଠୋର ଭାବେ ପାଳିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।

ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ଲକଡାଉନ ୫.୦ ରାଜ୍ୟ ଭିତ୍ତିକ ଲାଗୁକରିବାକୁ ନିର୍ଦେଶ ମିଳିଛି । ଯାଫଳରେ ରାଜ୍ୟସରକାର କିଛ ସର୍ତ୍ତ ମୁଳକ କୋହଳ କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମାସ୍କ ନପିନ୍ଧିଲେ ପ୍ରଥମେଟ୫୦୦/ ଦିତୀୟ ରେ ଟ୧୦୦୦/ ଫାଇନ କାଟିବାକୁ ନିର୍ଦ୍ଧେଶ ଦେଇଛନ୍ତି । ସଂପ୍ରତି ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା୭ଟା ରୁ ସକାଳ୫ଟା ପର୍ଯ୍ୟନ୍ତ ଲାଗୁକରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି ପୋଲିସ ପକ୍ଷରୁ ଆଦର୍ଶ ଥାନାଧିକାରୀ ଶ୍ରୀ ରାମ ପ୍ରସାଦ ନାଗ ଙ୍କ ତତ୍ୱାଵଧାନରେ ଜନଗହଳି ପୂର୍ଣ ଡି ଏନ କେ ଛକ,ବାଲିମେଳା ଛକ, ସୁବାଷ ବୋଷ ଛକ, ଠାରେ ପୋଲିସ ପକ୍ଷରୁ ଜନସଚେତନା ସହ ମାସ୍କ ବଣ୍ଟାଯାଇଥିଲା ।

ଏହି ସମୟରେ ବିଭିନ୍ନ ଛକରେ ହୋଇଥିବା ମାସ୍କ ବଣ୍ଟନ ରେ ବିଭାଗ ପକ୍ଷରୁ ଥାନାଧିକାରୀ ଙ୍କ ସହଯୋଗୀ ଏ ଏସ ଆଇ ଭାଗିରଥି ଦଳେଇ, ଏସ ଆଇ ଶୁଭଶ୍ରୀ ନାୟକ,କରୁଣାକର ସେଠୀ ଉପସ୍ଥିତ ରହିଥିଲେ । ମାଲକାନଗିରି ରୁ ବୁଦ୍ଧଦେବ ମଣ୍ଡଳ ଙ୍କ ରିପୋର୍ଟ

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: