Advertisements
Thursday, July 9, 2020
Home Corona Lockdown ଆନ୍ଧ୍ର କମ୍ପାନୀରେ ଫସିଛନ୍ତି ଆଦିବାସୀ ଯୁବତୀ

ଆନ୍ଧ୍ର କମ୍ପାନୀରେ ଫସିଛନ୍ତି ଆଦିବାସୀ ଯୁବତୀ

ରିପୋର୍ଟ : ଜଗନ୍ନାଥ ଦଳେଇ //
ଖଇରପୁଟ ( ୩୧।୦୫।୨୦): ଆନ୍ଧ୍ରପ୍ରଦେଶର କମ୍ପାନୀରେ ଫସିଛନ୍ତି ଯୁବତୀ । ମାଲକାନଗିରି ଜିଲାର ୨୦୦ ଶହରୁ ଉର୍ଦ୍ଦ୍ବ ଯୁବତୀ ଆନ୍ଦ୍ର କମ୍ପାନୀରେ ପାଉଛନ୍ତି ନିର୍ଯ୍ୟାତନା ।

ତେବେ ଜିଲାଞ୍ଚଳରୁ ଚାକିରିର ପ୍ରଲୋଭନ ଦେଖାଇ ଶହ ଶହ ଯୁବତୀଙ୍କୁ ନେଇଥିବା କମ୍ପାନୀ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଉଦ୍ଧାର ହୋଇଥିବା କିଛି ଆଦିବାସୀ ଯୁବତୀ । ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡି କାରଖାନାରେ ଦୀର୍ଘ ସାତ ମାସ ତଳେ କାମ କରିବାକୁ ଯାଇଥିଲେ ଏମାନେ । ତେବେ ଘରକୁ ଫେରିବା ବାଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା ଆନ୍ଦ୍ର କମ୍ପାନୀ । ଏ ନେଇ ମାଥିଲି ଜିଲା ପରିଷଦ ସଭ୍ୟା ଶାନ୍ତିଲତା ମାଝି ଏବଂ ସମାଜସେବୀ କୁନାଲ ମିଶ୍ରଙ୍କ ସହାୟତାରେ ଯୁବତୀଙ୍କୁ ଘର ବାହୁଡା କରିବା ପାଇଁ ବସ୍ ର ଖର୍ଚ୍ଚ ବହନ କରାଯାଇଛି । ରହିଥିବା ଅନ୍ୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିବାକୁ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି ଯୁବତୀ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲ୍ଳାପାଳଙ୍କ କାଶୀପୁର ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନଧି ଗୋପୀନାଥ ଗୌଡ଼ //ରାୟଗଡ଼ା (ତା-୯/୭): ରାୟଗଡା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କାଶୀପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି ।...

ଝରିଗାଁ ରେ ଜନନୀ ଯନ୍ତ୍ରଣା, ଖଟିଆରେ ପ୍ରସବ କଲେ ପ୍ରସୂତୀ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (ତା-୯.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ମlଣ୍ଡlଡଙ୍ଗରି ଗାଁ, ଝରୀଗାଁ ଠାରୁ ମାତ୍ର ଆଠ କିଲୋମିଟର ଦୂର l ହେଲେ ଗାଁ...

ନକଲି ବନ୍ଧୁକ ଦେଖାଇ ଅସଲି ଲୁଟ,ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୯.୦୭.୨୦୨୦): ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ଅନ୍ତର୍ଗତ ପଦ୍ମପୁର ପାଇକମାଲ ରାସ୍ତା ତାରୀଣି ମନ୍ଦିର ନିକଟରେ ଗତ ତା.୦୮.୦୭.୨୦୨୦ ଦିନ ସନ୍ଧ୍ୟା...

ଆସନ୍ତା କାଲି ଠୁ ବଲାଙ୍ଗୀରରେ କର୍ଫ୍ୟୁ-ସନ୍ଧ୍ୟା ୫ଟାରୁ ସକାଳ ୬ଟା ସଟ ଡାଉନ ଘୋଷଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //ବଲାଙ୍ଗୀର (୦୯/୦୭): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରୁ ଗତକାଲି ଆଉ ୨୧ କରୋନା...

Recent Comments

%d bloggers like this: