Advertisements
Tuesday, July 14, 2020
Home Government News ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର...

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା ପାଇଁ ଆଜି ରାଜ୍ୟ ହସ୍ତତନ୍ତ୍ର ଓ ବୟାନ ଶିଳ୍ପ ମନ୍ତ୍ରୀ ଶ୍ରୀ ମୋତି ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | କରନା ଭାଇରସ ପାଇଁ କିଛି ପ୍ରଶ୍ନ କରିଥିଲେ ଓ ସେମାନଙ୍କୁ ଉଚିତ ମୂଲ୍ୟର ସେବା ଯୋଗାଇ ଦେବା ପାଇଁ ସରକାରୀ କର୍ମୀଙ୍କୁ ବୁଝାଇଥିଲେ |

ଜିଲା ବିଜେଡି ସଜିଲା ସଭାପତି ଶ୍ରୀ ଈଶ୍ଵର ପାଣିଗ୍ରାହୀ ସଂମାନିୟ ଅତିତୀ ଭାବରେ ଉକ୍ତ ବୈଠକରେ ଯୋଗ ଦେଇଥିଲେ,ଓ କୋରାପୁଟ ଜିଲା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀରଘୁରାମ ପୋଡାଲ,ପଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପିତମ ପାଢ଼ୀ,ଜିଲା କୋରାପୁଟ ଜିଲା ଜିଲାପରିଷଡ଼ ଅଧ୍ୟକ୍ଷା ଶ୍ରୀ ମୋତି ତୁଳସୀ କିରସାନି,ଲୋଷ୍ମୀପୁର ନିର୍ବାଚ ମଣ୍ଡଳୀର ବିଧାୟକ ଶ୍ରୀ ପ୍ରଭୁ ଯାନୀ, ନାରାୟଣ ପାଟଣା ଜିଲାପରିସଦ ଶ୍ରୀ ଲଳିତ ପରିଡା, ଓ ବନ୍ଧୁଗାଁ ବ୍ଲକ ଜୋନ ୨ ଜିଲା ପରିଷଦ ଶ୍ରୀ ମୋତି ସରିତା ସାରଥୀ,ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ଶ୍ରୀ ମୋତି ପ୍ରମିଳା ଜାକାକା,ଓ ଉପାଧ୍ୟକ୍ଷ ଶ୍ରୀ ମୋତି ସସ୍ମିତା ମେଲେକା,ବନ୍ଧୁଗାଁ ବ୍ଲକ ସଭାପତି,ଶ୍ରୀ ସାରସା ଭଦ୍ରା ନାଗା,ଯୁବ ସଭାପତି କାନୁ ଚୋରଣ ବେବରା,ପୁର୍ବତନ ସଭାପତି ବାଲାନାଗ, ଭି.ଗଣପୋତି ରାଓ,ଜିଲା ସୋମ୍ଫାଦକ ଶ୍ରୀ ଅଭିମନ୍ତୁ ଭାଣ୍ଡି,ଦୁର୍ଯ୍ୟନାଗ,ଓ ବ୍ଲକ ବିଡ଼ିଓ ଶ୍ରୀ ମନୋଜ କୁମାର ନାଇକ,ସମସ୍ତ ପଞ୍ଚାୟତର ପିଓ, ନୋଡାଲ ଅଫିସର,ଓ ଓ ବ୍ଲକ କିଛି କର୍ମୀଙ୍କ ଉପସ୍ଥିତରେ ଶ୍ରୀ ପାଣିଗ୍ରାହୀ ଲୋକଡାଉନ ପାଇଁ କିଛି ସମୀକ୍ଷା କରିଥିଲେ |

ଉପସ୍ଥିତ କର୍ମୀଙ୍କଠୁ କିଛି ପଚାରି ବୁଝିଥିଲେ, ଵର୍ତମାନ ଚାଲିଥିବା କରନା ଭାଇରସ ପାଇଁ ଦାଦନ ଖଟିବା ପାଇଁ ଯାଇଥିବା ଶ୍ରମିକ ମାନଙ୍କୁ ବାହାର ରାଜ୍ୟରେ ପେଟ ପୋଷଣ ପାଇଁ ସଜାଲିଯାଇଥିବା ପ୍ରବାସୀ ଓଡ଼ିଆଙ୍କ ନିଜ ରାଜ୍ୟକୁ ଆଣି ସମସ୍ତଙ୍କୁ ନିଜ ଜିଲାର ନିଜ ବ୍ଲକର ନିଜ ପଞ୍ଚାୟତ ଠାରେ ରହିଥିବା କରେନ ଟାଇନ ହଳରେ ରଖାଯାଇ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସେବା କରାଯିବା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଆମ ଓଡ଼ିଶାରେ ପ୍ରଥମ କରି ଏହି ପ୍ରକାର ପଦକ୍ଷେପକୁ ନେଇ କରନା ଭାଇରସ ରୋଗକୁ ଦୂର କରିବା ପାଇଁ ନେର୍ଦେଶମା ଦେଇଥିବାରୁ ଆଜିକା ଦିନରେ ଓଡ଼ିଶାରେ କରନା ରୋଗରେ ପୀଡିତ ହୋଇ ମୃତକଙ୍କ ସଂଖ୍ୟା କମିଥିବାର ଦେଖିବାକୁ ମିଳିଛି | ଏହିପରି ବ୍ଲକ ମାନଙ୍କରେ ରହିଥିବା ପ୍ରତ୍ୟକ ପଞ୍ଚାୟତର କରେନ ଟାଇନ ହଳରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ତ ସୁବିଧା କିରାଯାଉ ଓ ଆଉ ଯେତେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ ମଧ୍ୟ ଆସିବାର ବ୍ୟବସ୍ଥା କରାଯାଇ ଲୋକଙ୍କ ପାଇଁ ନିଶୁଳ୍କ ଭାବରେ ସୁବିଧା କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: