Friday, March 29, 2024

Top 5 This Week

Related Posts

ଗଜପତି ର ନୂଆ ଜିଲ୍ଲାପାଳ ଙ୍କ କାଶୀନଗର ଗସ୍ତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୬) : ଗଜପତି ର ନୂଆ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଗତ ମଙ୍ଗଳବାର ଦିନ କାଶୀନଗର ଗସ୍ତ କରି ଫେରିଯାଇଛନ୍ତି l

ଗଜପତି ର ନୂଆ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମହକୁମା ରେ ଯୋଗ ଦେବା ପରେ ପ୍ରଥମେ ଗୁଣ୍ଡିଚା ଘର କୁ ଯାଇ ଭଗନ ଶ୍ରୀ ଜଗନ୍ନାଥ ଙ୍କୁ ଦାର୍ଶନ କରିଥିଲେ l ପରେ ଜଳସେଚନ ବିଭାଗ ସହ ମିଶି ଗୋଟା ବ୍ୟାରେଜ ପରିଦର୍ଶନ କରିଥିଲେ l ମଙ୍ଗଳବାର ଦିନ ଜନସ ଶୁଣାଣି ସାରିବା ପଟେ ସେ କାଶୀନଗର ଏନ ଏ ସି ଗସ୍ତ କରିଥିଲେ, ପଟେଲ ରୋଡ଼ ଓ ଜବରଦଖଲ ଉଛେଦ ଦେଖି ତୁରନ୍ତ ଡ୍ରେନ କାର୍ଯ୍ୟ ସରାଇବାକୁ ନିଁର୍ଧେଶ ଦେଇଥିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଶିଷ ପ୍ରଧାନ ଙ୍କୁ ପରେ ନିର୍ମିତ ଷ୍ଟାଡିୟମ, ଭେଣ୍ଡିଙ୍ଗ ଜୋନ ଓ ବଂଶଧରା ନଦୀ କୁ ଦେଖିଥିଲେ l ଉଛେଦ କୁ ୩୨ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନି, ଏଣୁ ଲୋକମାନେ କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେବେ ବୋଲି ସଜବାଜ ହେଉଥିବା ଜଣାପଡିଛି l

2 COMMENTS

Comments are closed.

Popular Articles