ମୁନିଗୁଡା ଗୁଣ୍ଡିଚା ମନ୍ଦିରରେ ଅର୍ଣ୍ଣ ପ୍ରସାଦ ବଣ୍ଟନ

0
115
ବଣ୍ଟନ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୨୧/୬) : ରାୟଗଡ଼ା ଜିଲ୍ଲା ମୁନିଗୁଡା ଗୁଣ୍ଡିଚା ମନ୍ଦିର ପରିସରରେ ରଥଯାତ୍ରା  ଉପଲକ୍ଷେ ଆଜି ଶ୍ରୀମତୀ ଅମ୍ବିକା ନାୟକ ୧୦୦୦ରୁ ଉର୍ଦ୍ଧ ଭକ୍ତ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ଆୟୋଜନ କରିଥିଲେ ।

ଏହି କାର୍ଯ୍ୟ କ୍ରମ ରେ ସରପଞ୍ଚ ସୁଶ୍ରୀ ସ୍ୱରସତି ଶବର, ଚିତ୍ରସେନ ମାଳିନୀ, ସଭାପତି ଭଗ୍ରଥି ନାଗ, ଟେକର, ହଡ଼ିଆ, ବାଳକୃଷ୍ଣ ପଟ୍ଟନାୟକ, ଭି ଚନ୍ଦ୍ର ଶେଖର ରାଓ, ସମ୍ପାଦକ ଶ୍ରୀ ମାନସ ରଞ୍ଜନ ବେହେରା, ଶ୍ରୀ ଉମା ଶଙ୍କର ପାତ୍ର ଓ ବଜରଙ୍ଗ ଦଳ କର୍ମୀମାନେ ଓ ଅନ୍ୟାନ୍ୟ କର୍ମୀ ମାନାଙ୍କ ଉପସ୍ଥିତି ରଥ ଯାତ୍ରାର କମିଟି ସମସ୍ତ ସଦସ୍ୟ ରହି ଏହି ପ୍ରସାଦ ସେବନ କର୍ଯ୍ୟ କ୍ରମ କୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିଥିଲେ ।