Friday, March 29, 2024

Top 5 This Week

Related Posts

ବିଷମ କଟକ ଠାରେ ରଥ ଯାତ୍ରାର ଭକ୍ତ ଙ୍କ ସମାଗମ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୦/୬) : ବିଷମକଟକ ଠାରେ ପବିତ୍ର ରଥଯାତ୍ରା ରେ ୨୫୦୦୦ରୁ ଉର୍ଦ୍ଧ ଭକ୍ତମାନେ ସମାବେଶ ହୋଇଥିଲା ।

ଆଜି ବିଷମକଟକ ଠାରେ ଦୋକାନ, ବଜାର ସହ ମିନାବଜାର ବସି ଥିଲେ ଆଜି ସରକାର ତରଫରୁ ବିଷମକଟକ ତହସିଲଦାର ଶ୍ରୀ ଇଭି ରେଡି, ଅତିରିକ୍ତ ତହସିଲଦାର ଶ୍ରୀ ସଉରା, ବିଷମକଟକ ନୂତନ ଥାନା ବାବୁ, ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ଜଗନ୍ନାଥ ପାଢ଼ୀ, ଦିଲ୍ଲୀପ ପଟ୍ଟନାୟକ,ଡି ଶିବା, ଗୋପାଳ କୃଷ୍ଣ ପଟ୍ଟନାୟକ, ବାବୁଲା ସାହୁ, ଜି ପ୍ରଦୀପ, ରାଧାକାନ୍ତ ଦାସ, କୁନା ମାହାରଣା, କୁନା ରଥ, ଜି ରବି, ବିଷମକଟକ ତହସିଲ ର ସମସ୍ତ କର୍ମଚାରୀ, ପୋଲିସ ପ୍ରଶାସନ ଓ ଗଉଡସାହି କୀର୍ତନ ମଣ୍ଡଲି ଉକ୍ତ ରଥ ଟଣା ସମୟରେ ସହଯୋଗ କରିଥିଲେ ।

Popular Articles