Advertisements
Thursday, July 9, 2020
Home District News ପଦ୍ମପୁରରେ ମୋଦି ଅନ୍ନର ଦ୍ଵିତୀୟ ଦିନ, ପଦ୍ମପୁର

ପଦ୍ମପୁରରେ ମୋଦି ଅନ୍ନର ଦ୍ଵିତୀୟ ଦିନ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୨୪/୦୫): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ଦେଶ ବସି ଗତ ପ୍ରାୟ ଦୁଇ ମାସ ହେଲା ଲକ ଡାଉନ ମାନୁଥିବା ବେଳେ ଦେଶ ର ବହୁ ସ୍ଥାନ ରେ ଘରକୁ ଫେରୁଥିବା ଶ୍ରମିକ ତଥା ଛାତ୍ର ଛାତ୍ରୀ ମାନେ ହଇରାଣ ହେଉଥିବାରୁ ସୁବିଧା ପାଇଁ ବିଭିର୍ଣ ସ୍ଥାନରେ ସୁବିଧା ମାନ କରାଯାଉଛି।

ସେହି ପରି ରାତି ରେ ମୁଖ୍ୟତଃ ହେଉଥିବା ଅସୁବିଧା କୁ ଦୃଷ୍ଟି ରେ ରଖି ଲୋକ ଙ୍କ ମଧ୍ୟ ରୁ କେହି ଭୋକିଲା ନ ରୁହନ୍ତୁ ଏହି ଉଦେଶ୍ୟ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଗରିବ ଖଟିଖିଆ ତଥା ଦିନ ମଜୁରିଆ ଙ୍କ ପାଇଁ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ମୋଦି ଅର୍ନ ର ନାମରେ ନାମିତ କରାଯାଇଛି। ପଦ୍ମପୁର ଭାରତୀୟ ଜନତା ପାର୍ଟି ତରଫରୁ ମଧ୍ୟ ପଦ୍ମପୁର ଉପଖଣ୍ଡ ଶାରଳା କୁମାରୀ ଉପଖଣ୍ଡ ଚିକିତ୍ସାଳୟ ନୂତନ କୋଠା ପାଖରେ ରୋଗୀ ଙ୍କ ସମ୍ପର୍କୀୟ ଙ୍କ ପାଇଁ ଗତ ଦୁଇ ଦିନ ହେଲା ମାଗଣା ରେ ମୋଦି ଅର୍ନ ର ବ୍ୟବସ୍ଥା କରାଯାଇଛି। ପଦ୍ମପୁର ର ଜଣାଶୁଣା ଆଇନଜୀବି ଆନ୍ଦ ପଣ୍ଡା ତଥା ମାର୍ଚେଣ୍ଟ ଏସୋସିଏସନ ସଭାପତି ପ୍ରତାପ ମିଶ୍ର ରୋଗୀ ଙ୍କୁ ଖାଇବାକୁ ଦେଇ ଦ୍ୱିତୀୟ ଦିନ ରେମୋଦି ଅର୍ନ ର ଶୁଭାରମ୍ଭ କରିଥିଲେ। ସାଧାରଣ ଜନତା ଙ୍କ ହିତରେ କରାଯାଇଥିବା ଏହି ବ୍ୟବସ୍ଥା କୁ ପଦ୍ମପୁର ଜନସାଧାରଣ ସହୃଦୟେ ସ୍ୱାଗତ ଜଣାଇଥିବା ବେଳେ ଲକ ଡାଉନ ସରିବା ଯାଏ ଏହି ବ୍ୟବସ୍ଥା ପ୍ରତିଦିନ ରହିବ ବୋଲି ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର ସୂଚନା ଦେଇଛନ୍ତି।

ଏହି ସମୟରେ ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରୱାଲ, ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବିଜେପି ନେତା ଅଶୋକ ମିଶ୍ର, ଡା. ନାରାୟଣ ପୁରୋହିତ, ସରୋଜ ମିଶ୍ର, ଆଦିତ୍ୟ ରଥ, ଅରବିନ୍ଦ ପଟ୍ଟନାୟକ, ପ୍ରତାପ ନାଥ, ନରୋତ୍ତମ ପଧାନ, ନାରୀ ନେତ୍ରୀ ଜ୍ୟୋତ୍ସ୍ନା ରାଣୀ କର, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ଯୁବନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ସେବକ ମେହେର, ହିତେଶ ଅଗ୍ରୱାଲ, ନବ କିଶୋର କଣ୍ଟା, ସୁରେଶ ସାହୁ, ନବକିଶୋର ମେହେର, ଦିନେଶ ବାରିକ, ସୁରଜ ସୁନା, ରାଜୀବ ବଗର୍ତ୍ତି, କାହ୍ନା ବାରିକ ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।, ବିଜେପି ନେତା ଅଶୋକ ମିଶ୍ର, ଡା. ନାରାୟଣ ପୁରୋହିତ, ସରୋଜ ମିଶ୍ର, ଆଦିତ୍ୟ ରଥ, ଅରବିନ୍ଦ ପଟ୍ଟନାୟକ, ପ୍ରତାପ ନାଥ, ନରୋତ୍ତମ ପଧାନ, ନାରୀ ନେତ୍ରୀ ଜ୍ୟୋତ୍ସ୍ନା ରାଣୀ କର, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ଯୁବନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ସେବକ ମେହେର, ହିତେଶ ଅଗ୍ରୱାଲ, ନବ କିଶୋର କଣ୍ଟା, ସୁରେଶ ସାହୁ, ନବକିଶୋର ମେହେର, ଦିନେଶ ବାରିକ, ସୁରଜ ସୁନା, ରାଜୀବ ବଗର୍ତ୍ତି, କାହ୍ନା ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: