Advertisements
Tuesday, July 14, 2020
Home Business & Private ବୁଣାକାର ସମାଜକୁ ଆର୍ଥୀକ ସହାୟତା ପାଇଁ ଦାବି

ବୁଣାକାର ସମାଜକୁ ଆର୍ଥୀକ ସହାୟତା ପାଇଁ ଦାବି

ରିପୋର୍ଟ: ମାଧବ ସାହୁ //
ସାଲେଭଟା(୨୩/୦୫): ଆଗଲପୁର ବ୍ଲକ କୁଟାସିଂହା ଗ୍ରାମପଂଚାୟତ ତଥା କୁଟାସିଂହା ଗ୍ରାମରେ ବସବାସ କରୁଥିବା ବୁଣାକାର ଭୁଲିଆ ସମାଜ ଲୋକ ମାନଙ୍କ ଆର୍ଥିକ ଦୁର୍ବଳତା ଦେଖିବାକୁ ମିଳିଛି |

ତାଙ୍କ କହିବା ଅନୁସାରେ ସେମାନଙ୍କୁ ଠିକ ଭାବରେ ଲୁଗା ବୁଣିବା ଉପଯୁକ୍ତ କଞ୍ଚାମାଲ ମିଳୁନି | ମନୁଷ୍ୟର ଆଦର୍ଶ ତାର ପୋଷାକ ଲୁଗା ଶାର୍ଟ ଶାଢ଼ୀରୁ ହିଁ ମିଳିଥାଏ | ଆଉ ଏ ସବୁ ବୁଣାକାର ଭୁଲିଆ ମାନେ ହିଁ ତିଆରି କରିଥାନ୍ତି | ତେଣୁ ଭୁଲିଆ ସମାଜ ହେଉଛି ଦେଶର ଦ୍ଵିତୀୟ ମେରୁଦଣ୍ଡ ଯଦି ଭୁଲିଆ ସମାଜ ଭୋକ ଉପାସରେ ରହିବେ ତେବେ ଦେଶର ଉନ୍ନତି ଅସମ୍ଭବ | ତେଣୁ ରାଜ୍ୟ ସରକାର ଭୁଲିଆ ସମାଜ ପ୍ରତି ଧ୍ୟାନ ଦେଇ ଉପଯୁକ୍ତ ସହଯୋଗ କରିବା ସହ ତାଙ୍କୁ କଞ୍ଚାମାଲ ବା ସୁତା ଯୋଗାଇ ଦେଲେ ସେମାନେ ତାଙ୍କର ଜୀବିକା ନିର୍ବାହ କରିପାରିବେ | ଲକ ଡାଉନ ଯୋଗୁଁ ସେମାନେ ଦୁଇ ମାସ ହେଲା ଘରେ ବସିଛନ୍ତି ଏବଂ ଜୀବିକା ହରାଇଛନ୍ତି | ଏଣୁ ସରକାରୀ ସହାୟତା ପାଇଁ ସେମାନେ ଦାବି କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: