Advertisements
Monday, June 1, 2020
Home Corona UPDATE ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକରେ କରୋନା ରୋଗୀ ଚିହ୍ନଟ

ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକରେ କରୋନା ରୋଗୀ ଚିହ୍ନଟ

ରିପୋର୍ଟ: ଜଗନ୍ନାଥ ଦଳେଇ //
ଖଇରପୁଟ (୨୩/୫): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ରେ କରୋନା ରୋଗୀ ଚିହ୍ନଟ ।ଚିହ୍ନଟ ହୋଇଥିବା ଵ୍ୟକ୍ତି ଖଇରପୁଟ ବ୍ଲକ, ରାସବେଡ଼ ପଂଚାୟତର ସିନ୍ଦୀଗୁଡ଼ା ଗ୍ରାମର ବୟସ ୨୦ । ସେ କିଛି ମାସ ତଳେ ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇଥିଲେ ।

କିଛି ଦିନ ତଳେ ହାଇଦ୍ରାବାଦରୁ ବସ ଯୋଗେ ଆଣି ରାସବେଡ଼ ସଙ୍ଗରଧ କେନ୍ଦ୍ରରେ ରଖାଯାଇଥିଲା । ସଙ୍ଗରଧ ଥିବା ସମସ୍ତ ଲୋକଙ୍କ ରକ୍ତ ପରୀକ୍ଷା ପାଇଁ ଭୁବନେଶ୍ୱରରେ ପଠାଯାଇଥିଲା । ସେଠାରୁ ରିପଟ ଆସିବା ପରେ ଜଣକ ରିପଟ ପଜିଟିପ ଥିବା ଜଣାପଡିଥିଲା।ପଜିଟିପ ବାହାରିବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବାର ସମ୍ବାବନ ରହିଛି।ସେଠାରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବେବସ୍ତା କରାଯାଇଛି । ସମ୍ପୃତ ଅଞ୍ଚଳରେ।ଦୋକାନ ବଜାର ବନ୍ଦ କରିବା ସହ ଅଂଚଳରେ କୌଣସି ଲୋକ ପଦାକୁ ନବହାରିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଖଇରପୁଟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।ବର୍ତ୍ତମାନ ଖଇରପୁଟ ବ୍ଲକ ରାସବେଡ଼ ସଙ୍ଗରାଧ କେନ୍ଦ୍ରରେ ରୋଗୀ ଚିହ୍ନଟ ହେବାପରେ ପ୍ରଶାସନଙ୍କର ଚିନ୍ତା ବଡିଯାଇଛି।ସମ୍ପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: