Friday, March 29, 2024

Top 5 This Week

Related Posts

ଚାଟିକଣା ପଞ୍ଚାୟତ ରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୬/୬) : ରାୟଗଡ଼ା ଜିଲ୍ଲା ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ରେ ଆଜି ବିଜେଡି ର ଏକ ବୃହତ୍ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଚାଟିକଣା ପଞ୍ଚାୟତ ର ହାଡଶିଙ୍କୁଳା ଗ୍ରାମ ଏକ କଠୋର କଂଗ୍ରେସ ସମର୍ଥିତ ଗ୍ରାମ ଭାବେ ପରିଚିତ ।ସମୟ କ୍ରମେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ର ବିକାଶ ରେ ବିଶ୍ୱାସ ରଖି ଗ୍ରାମ ର ୪୦୦ ଗ୍ରାମବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଜେଡି ଜିଲ୍ଲା ସଭାପତି ସୁଧାର ଦାସ ଙ୍କ ଉପସ୍ଥିତି ରେ ବିଜେଡିରେ ଯୋଗଦାନ କରିଛନ୍ତି।ଏହି ମିଶ୍ରଣ ଯୋଗୁଁ ବିଷମକଟକ ନିର୍ବାଚନ ମଣ୍ଡଳୀ ତଥା ରାୟଗଡ଼ା ଜିଲ୍ଲାରେ ବିଜେଡି ଆହୁରି ଶକ୍ତିଶାଳୀ ହେବ ବୋଲି ଆଲୋଚନା ହେଉଛି ।

Popular Articles