Advertisements
Saturday, May 30, 2020
Home headline RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ :

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ :

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ :

  • କମିଲା RBIର ରେପୋ ରେଟ୍‌ ଓ ରିଭର୍ସ ରେପୋ ରେଟ୍
  • ରେପୋ ରେଟ୍‌ ୪.୪%ରୁ ୪%କୁ କମିଲା
  • ରିଭର୍ସ ରେପୋ ରେଟ୍‌ ୩.୭୫ରୁ ୩.୩୫%କୁ କମିଲା
  • ମାର୍ଚ ମାସରେ ଶିଳ୍ପ ଉତ୍ପାଦନ ୧୭% କମିଛି
  • ଉତ୍ପାଦନ କାର୍ଯ୍ୟ ଓ ଗତିବିଧି ୨୧% କମିଛି
  • ମୁଖ୍ୟ ଉଦ୍ୟୋଗଗୁଡ଼ିକର ଉତ୍ପାଦନ ୬.୫% କମିଛି
  • ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି
  • ଦେଶର ୬ ସମୃଦ୍ଧ ରାଜ୍ୟ କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି
  • ଏହି ୬ଟି ରାଜ୍ୟର ଅର୍ଥନୀତି ଜାତୀୟ ଅର୍ଥନୀତିର ୬୦% ପୂରଣ କରେ
  • ଏହି ରାଜ୍ୟଗୁଡ଼ିକର ଅଧିକାଂଶ ଏବେ ରେଡ୍‌ ବା ଅରେଞ୍ଜ ଜୋନ୍‌ରେ ଅଛି
  • ଘରୋଇ କ୍ଷେତ୍ରର ଖର୍ଚ୍ଚ ସବୁଠୁ ବେଶୀ କମିଛି
    -ମୋଟ ଘରୋଇ ଉତ୍ପାଦ-GDPର ଅଭିବୃଦ୍ଧି ହାର କମୁଛି
    -ଚଳିତ ବର୍ଷ GDPର ଅଭିବୃଦ୍ଧି ହାର ନେଗେଟିଭ୍‌ ହୋଇପାରେ
  • ଋଣ ଉପରେ EMI ପରିଶୋଧ ଅବଧି ଆଉ ୩ ମାସ ବଢ଼ିଲା ଲକ୍‌ଡାଉନ ଅବଧି ବଢ଼ିଥିବାରୁ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି
  • EMI ପରିଶୋଧ ଅବଧି ଜୁନ୍‌ ୧ରୁ ଅଗଷ୍ଟ ୩୧କୁ ବୃଦ୍ଧି କଲା RBI
  • ଚାହିଦା ଓ ଯୋଗାଣର ତାଳମେଳ ନଥିବାରୁ ମାନ୍ଦାବସ୍ଥା ଦେଖାଦେଇଛି
  • ଦେଶରେ ରବି ଫସଲ ଉତ୍ପାଦନ ୩.୭% ବଢ଼ିଛି
  • ଭଲ ବର୍ଷା ଓ କୃଷି ଉତ୍ପାଦନ ଉପରେ ଦେଶର ଭରସା ରହିଛି
  • ସେପ୍ଟେମ୍ବର ପରେ ଅର୍ଥନୈତିକ ସ୍ଥିତି ସୁଧୁରିବାର ସମ୍ଭାବନା ଅଛି
  • ରିଜର୍ଭ ବ୍ୟାଙ୍କର ପଦକ୍ଷେପର ଫଳ ମଧ୍ୟ ସେପ୍ଟେମ୍ବର ପରେ ପ୍ରତିଫଳିତ ହେବ
  • ସେପ୍ଟେମ୍ବର ପରେ ଦରବୃଦ୍ଧି ହାର କମି ୪% ତଳକୁ ଖସିବ
Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: