Advertisements
Saturday, May 30, 2020
Home District News ୧୦ଏକରରୁ ଉର୍ଦ୍ଧ ଚାଷଜମି ଥିବା ଚାଷୀଙ୍କ ଟୋକନ ଆସିନାହିଁ, ଚାଷୀ ଧାନ ବିକିବ କେବେ?

୧୦ଏକରରୁ ଉର୍ଦ୍ଧ ଚାଷଜମି ଥିବା ଚାଷୀଙ୍କ ଟୋକନ ଆସିନାହିଁ, ଚାଷୀ ଧାନ ବିକିବ କେବେ?

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୨୨/୦୫): ବିନିକା ଅଂଚଳରେ ଡାଳୁଆ (ରବି ରୂତୁ) ପାଇଁ ମାର୍କେଟୟାର୍ଡ ଓ ପେକ୍ସ ଗୁଡିକରେ ଏକ ସପ୍ତାହ ହେଲା ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି ।

କିନ୍ତୁ ପରିତାପର ବିଷୟ ଯେ, ୧୦ଏକର ରୁ ଅଧିକ ଚାଷଜମି ଥିବା ଚାଷୀଙ୍କ ଧାନ ବିକ୍ରୟ ପାଇଁ ଟୋକେନ୍ ଆସିନ ଥିବାରୁ ଚାଷୀମାନଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଉକ୍ତ ଚାଷୀମାନଙ୍କ ଟୋକନ ଯଦି ବିଳମ୍ବ ହୁଏ ତେବେ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ପ୍ରକାଶ ଥାଉକି ଯେ, ଚାଷୀ ଧାନ ଅମଳ କରି ଖଳାରେ ଖୋଲା ଆକାଶ ତଳେ ରଖି ଟୋକନକୁ ଅପେକ୍ଷା କରିଛି । ଟୋକନ ପାଇଲେ ଚାଷୀ ଧାନ ପେକେଟ ଭରି ମଣ୍ଡିକୁ ବିକ୍ରି ପାଇଁ ନେବ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: