Advertisements
Monday, June 1, 2020
Home Corona Lockdown ଦାଦନ ଶ୍ରମିକର ଆଖିରେ ରକ୍ତର ଲୁହ, କୋଭିଡ-୧୯ଲଗଡାଉନ ସମୟରେ କାମ ନ କଲେ ମିଳୁଛି ମାଡ଼

ଦାଦନ ଶ୍ରମିକର ଆଖିରେ ରକ୍ତର ଲୁହ, କୋଭିଡ-୧୯ଲଗଡାଉନ ସମୟରେ କାମ ନ କଲେ ମିଳୁଛି ମାଡ଼

ରିପୋର୍ଟ-ଭୋଜରାଜ ବରିହା //
ଖପ୍ରାଖୋଲ(୨୦/୦୫): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଳକ ଦାଦନ ଶ୍ରମିକମାନେ ଅତି ସରଳ ଥିବାବେଳେ ଅଞ୍ଚଳର ଅନେକ ଦାଦନ ଦଲାଲ ମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ବ୍ଳକରୁ ଅନ୍ୟ ରାଜ୍ୟକୁ ଦାଦନ ଖଟାଇ ନେଇଯାଉଛନ୍ତି । ହେଲେ ସେଠି ମିଳୁଛି ଅନେକ ନିର୍ଯାତନା ।

ଏମିତି ଭିଡ଼ିଓ ଭାଇରାଲ ହେଲା ପରେବି ଆମ ଅଞ୍ଚଳର ଅନେକ ରାଜନେତା ପ୍ରଶାସନ ଚୁପ ରହିବା କାରଣ ପ୍ରଶ୍ନ ବାଚି ସୃଷ୍ଟି କରୁଛି । ଖପ୍ରାଖୋଲ ବ୍ଳକ ମାଟିଭଟା ଗାଁର କିଛି ଶ୍ରମିକ ଏକ ଭିଡ଼ିଓ ମାଧ୍ୟମରେ ସୋସିଆଲ ମିଡ଼ିଆମାଧ୍ୟମରେ ଏକ ଭିଡ଼ିଓ ଏବଂ କିଛି ଫୋଟୋ ଶେଆର କରିଛନ୍ତି ଯାହା ଆପଣଙ୍କ ଆଖିରେ ଲୁହ ଆସିଯିବ । ଶ୍ରମିକ ମାନଙ୍କୁ ଯେଭଳି ମାଡ ମରାଯାଉଛି ଏବଂ କାମ କରାଯାଇଛି ତାହା ବେସ ଦୁଖଃ ଦାୟକ । COVIDE-19 ନିୟମ Luck down କୁ ବେଖାତିର କରି ଖପ୍ରାଖୋଲ ବ୍ଳକର ଦାଦନ ଶ୍ରମିକଙ୍କୁ କାମ ଯାଉଛି ।

ଦାଦନ ଶ୍ରମିକମାନେ ହେଳେ ମାଟିଆଭଟା ଗାଁର ଧୁମାବରିହା, ସ୍ତ୍ରୀ ଚତ୍ରୀ ବରିହା, ଲିଆବନ୍ ସାହୁ, ଯଶୋବନ୍ତୀ ସାହୁ, ଗୋପାଳ ସାହୁ, ମାନସୀ ବରିହାକୁ ଗତ ୧୭/୦୫/୨୦୨୦ ରିଖ ଦିନ।ସକାଳ ସମୟରେ ମାଡ଼ ମାରିଥିବା କଥା ଅଞ୍ଚଳରୁ ଶୁଣିବାକୁ ମିଳୁଛି। ଉକ୍ତ ନିର୍ଯାଚିତା ଶ୍ରମିକ ମାନଙ୍କୁ ତୁରନ୍ତ ଉଧାର କରି ଦାଦନ ଶ୍ରମିକକୁ ନ୍ୟାୟ ମିଳୁ ବୋଲି ଅଞ୍ଚଳରେ ଦାବି ହେଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: