Advertisements
Saturday, May 30, 2020
Home District News ଡୁଡୁକାମୁଣ୍ଡାରୁ କାଠଗଣ୍ଡି ଜବତ, ସାଲେଭଟା

ଡୁଡୁକାମୁଣ୍ଡାରୁ କାଠଗଣ୍ଡି ଜବତ, ସାଲେଭଟା

ରିପୋର୍ଟ : ମାଧବ ସାହୁ //
ଆଗଲପୁର (୨୦/୦୫): ଆଗଲପୁର ବ୍ଲକ ଡୁଡୁକା ମୁଣ୍ଡା ର ଏକ ପଡିଆରୁ ବନବିଭାଗ ପ୍ରଚୁର ପରିମାଣର କାଠଗଣ୍ଡି ଜବତ କରିଛି ।

ପ୍ରାପ୍ତ ଖବର ଅନୁସାରେ ଡୁଡୁକାମୁଣ୍ଡା ଗ୍ରାମ ନିକଟସ୍ଥ ପଡ଼ିଆରୁ ବଲାଙ୍ଗୀର ବନବିଭାଗ ପ୍ରାୟ ୨୦ ସେଫଟି ରୁ ଅଧିକ କାଠ ଜବତ କରାଯାଇଛି । କାଠଗଣ୍ଡି ପଡିରହିଥିବା ସ୍ଥାନଟି କାହାର ଅଦ୍ୟାବଧି ଜଣାପଡିନାହିଁ । ବଲାଙ୍ଗୀର ଏ ସି ଏଫ ବାବାଜୀ ଚରଣ ରାଉଳ ଙ୍କ ନେତୃତ୍ୱରେ ସାଲେଭଟା ଫରେଷ୍ଟର ମଧୁସୂଦନ ଗଡୁଆ , ଫରେଷ୍ଟ ଗାର୍ଡ ସରୋଜ କୁମାର ପଟେଲ, ଲକ୍ଷ୍ମୀ ନାରାୟଣ ସ୍ୱାଇଁ, ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢ଼ାଉ ରେ ସାମିଲ ଥିଲେ ।

ଏ ସମ୍ପର୍କରେ ସାଲେଭଟା ଫରେଷ୍ଟର ଙ୍କୁ ପଚାରିବାରୁ ସେ କହିଥିଲେ ଆଗରୁ ମଧ୍ୟ ଏକ ପଡ଼ିଆରୁ କାଠ ଜବତ କରାଯାଇଥିଲା ଓ ଆଜି ମଧ୍ୟ ଜବତ କରାଯାଇଛି ତେଣୁ ଉଭୟ କେଶ ର ତଦନ୍ତ ଚାଲିଛି ପରେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: