ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ରେ ଆଜି ନିର୍ଣ୍ଣାୟକ ଲଢେଇ

1
115
ବିଶ୍ଵ ଟେଷ୍ଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୧/୦୬) : ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ରେ ଆଜି ନିର୍ଣ୍ଣାୟକ ଲଢେଇ । ୭ ୱିକେଟ୍ ବନାମ ୨୮୦ ରନ୍ । ବିଜୟ ପାଇଁ ଭାରତକୁ ଆବଶ୍ୟକ ୨୮୦ ରନ୍, ଅଷ୍ଟ୍ରେଲିଆକୁ ଦରକାର ୭ ୱିକେଟ୍ ।

ଚତୁର୍ଥ ଦିନ ରେ ଖେଳ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି । କ୍ରିଜରେ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ଅପରାଜିତ ଅଛନ୍ତି । ଆଜି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ର ଶେଷ ଦିନରେ ଭାରତକୁ ଜିତିବା ପାଇଁ ୨୮୦ ରନ ଦରକାର ଥିବା ବେଳେ ହାତରେ ଅଛି ୭ ଓ୍ଵିକେଟ୍ । ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ୮ ଓ୍ଵିକେଟ୍ ହରାଇ ୨୭୦ ରନରେ ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଅଷ୍ଟ୍ରେଲିଆ ଭାରତ ସାମ୍ନାରେ ୪୪୪ ରନର ବିଜୟ ଲକ୍ଷ୍ୟ ରଖିଛି ।

1 COMMENT

Comments are closed.