ବିନିକା ଥାନା ରେ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ

0
90
ବିନିକା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୬) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଆଜି ନୂତନ ଥାନା ଅଧିକାରୀ ଭାବେ ସାରଙ୍ଗଧର ପାଣିଗ୍ରାହୀ ଯୋଗଦାନ କରିଛନ୍ତି ।

ଶ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ ସେ ଝାରସୁଗୁଡା ଜିଲ୍ଲା ହେଡ଼ କ୍ଵାଟର ରେ କାର୍ଯ୍ୟରତ ଥିଲେ । ସେ ବିନିକା ରେ ଯୋଗ ଦେବାପରେ ସେ ଆଇନ ଶୃଙ୍ଖଳା, ପ୍ରତି ଧ୍ୟାନ ଦେବା ସହିତ ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।