Friday, March 29, 2024

Top 5 This Week

Related Posts

ଗର୍ଭବତୀ ମହିଳା ଙ୍କୁ ମାମତା ଯୋଜନା

ରିପୋର୍ଟ : ନରୋତ୍ତମ ପାଢୀ
ବିଷମ କଟକ, (୯/୬) : ରାୟଗଡା ଜିଲ୍ଲା ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରତ୍ୟେକ ମାସର ୯ ତାରିଖ ରେ ଗର୍ଭବତୀ ଏବଂ ପ୍ରସୂତି ମା ଓ ଶିଶୁ ମାନଙ୍କ ସଶକ୍ତି ପୂରଣ କରିବା ଫଳରେ ସରକାର ଙ୍କ ମମତା ଯୋଜନା l

ଗର୍ଭବତୀ ମହିଳା ମାନେ ନିଜର ପୁଷ୍ଟି ସାଦନ କରିବାରେ ସକ୍ଷମ ହେବା ମାତୃ ଓ ଶିଶୁ ର ସ୍ୱାସ୍ଥ୍ୟ କୁ ରକିବା ପାଇଁ କିଛି ରାଜ୍ୟ ସରକାର ଙ୍କ  ସହାୟତା ଦେବେ ଯାହା ଫଳରେ ସୁସ୍ଥ ଶିଶୁ ହେବା ପାଇଁ ସରକାର ଙ୍କ ତରଫ ରୁ ମମତା ଯୋଜନା ରେ ବିଷମ କଟକ ର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ର ଗର୍ଭ ବତୀ ମା ମାନେ ଏହି ମମତା ଯେlଜନl ରୁ ବଞ୍ଚିତ ହେବା ପାଇଁ ଆଶା କର୍ମୀ ଙ୍କ ସାହାଯ୍ୟ ରେ ବୋହୁ ସଂଖ୍ୟା ରେ ଉପସ୍ଥିତ ହୋଇଥିଲେ l

Popular Articles